ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଶୀଘ୍ର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଶୀଘ୍ର   କ୍ରିୟା ବିଶେଷଣ

ଅର୍ଥ : ଅତିଶୀଘ୍ର

ଉଦାହରଣ : ସ୍କୁଲ ପାଠପଢ଼ା ଶୀଘ୍ର କରିଦେବୁତ ମୁଁ ତୋତେ ବୁଲାଇବାକୁ ନେଇଯିବି

ସମକକ୍ଷ : ଜଲ୍‌ଦୀ, ତୁରନ୍ତ, ବେଗି

शीघ्रता से या बिना विलम्ब किए।

कक्षा कार्य जल्दी करोगे तो मैं तुम्हें घुमाने ले जाऊँगी।
डॉक्टर जल्द आपके घर पहुँच जाएँगे।
अचिर, अविलंब, अविलंबतः, अविलंबित, अविलम्ब, अविलम्बतः, अविलम्बित, आनन-फानन में, आशु, इकदम, इकदम से, एकदम, एकदम से, खड़े-खड़े, जल्द, जल्दी, जल्दी से, तत्काल, तत्क्षण, तुरंत, तुरन्त, तूर्ण, फ़ौरन, फौरन, बेगि, शिताब, शीघ्र, शीघ्रतः, सद्य, हाथा-हाथी, हाथों-हाथ

ଅର୍ଥ : ନିର୍ଦ୍ଧାରିତ ସମୟ ଆଗରୁ

ଉଦାହରଣ : ଆନନ୍ଦ ଆଜି କାର୍ଯ୍ୟାଳୟକୁ ଶୀଘ୍ର ଆସିଲା

ସମକକ୍ଷ : ଜଲଦି

अपेक्षित समय से पहले।

आनन्द आज कार्यालय जल्दी आया।
जल्दी, सबेर, सबेरे, सवेर, सवेरे

Before the usual time or the time expected.

She graduated early.
The house was completed ahead of time.
ahead of time, early, too soon

ଶୀଘ୍ର   ବିଶେଷଣ

ଅର୍ଥ : ଯେଉଁଥିରେ ବିଳମ୍ବ ହୁଏନାହିଁ

ଉଦାହରଣ : ତୁରନ୍ତ କଥାବାର୍ତ୍ତାମାଧ୍ୟମରେ ଏହି ସମସ୍ୟାର ସମାଧାନ କରାଯାଇ ପାରିବ

ସମକକ୍ଷ : ଅବିଳମ୍ବ, ତୁରନ୍ତ, ତ୍ୱରିତ

जिसमें विलंब न हो या बिना विलंब का।

अविलंब वार्तालाप से इस समस्या का समाधान निकाला जा सकता है।
अविलंब, अविलम्ब

Performed with little or no delay.

An immediate reply to my letter.
A prompt reply.
Was quick to respond.
A straightaway denial.
immediate, prompt, quick, straightaway

ଅର୍ଥ : ଯାହା ଶୀଘ୍ର ଚାଲେ ବା ପହଞ୍ଚେ

ଉଦାହରଣ : ଦ୍ରୁତବେଗରେ ଚାଲୁଥିବା ଗାଡ଼ିଗୁଡ଼ିକର ସଂଖ୍ୟା ବହୁତ ଶୀଘ୍ର ଦୁଇଗୁଣ କରିଦିଆଯିବ

ସମକକ୍ଷ : କ୍ଷିପ୍ର, ତ୍ୱରିତ, ଦ୍ରୁତ

जल्दी चलने या पहुँचने वाला।

त्वरित गति से चलने वाली गाड़ियों की संख्या शीघ्र ही दोगुनी कर दी जाएगी।
त्वरित