ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଦାଦା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଦାଦା   ବିଶେଷ୍ୟ

ଅର୍ଥ : ଅକାରଣରେ ଲୋକଙ୍କ ସହିତ ଲଢ଼ୁଥିବା ବା ମାରପିଟ କରୁଥିବା ଲୋକ

ଉଦାହରଣ : ଥାନାବାବୁ ଆଜି ଚୌଛକି ଉପରେ ଜଣେ ଗୁଣ୍ଡାକୁ ଧରିପକାଇଲେ ଏହି ଅଞ୍ଚଳରେ ଦାଦାମାନଙ୍କର ଦାଦାଗିରି ବଢ଼ିଯାଉଛି

ସମକକ୍ଷ : ଗୁଣ୍ଡା, ବଦମାସ

अकारण लोगों से लड़ने या मार पीट करने वाला।

थानेदार ने आज चौराहे पर एक गुंडे को धर दबोचा।
इस इलाके में दादाओं की दादागीरी बढ़ती जा रही है।
गुंडा, गुन्डा, दादा, धींगरा, निर्मुट, बदमाश, मवाली, लफंगा, लुंगाड़ा, लुख्खा, लुच्चा, शोहदा

A deceitful and unreliable scoundrel.

knave, rapscallion, rascal, rogue, scalawag, scallywag, varlet

ଅର୍ଥ : ବାପାଙ୍କ ସାନ ଭାଇ

ଉଦାହରଣ : ମୋର କକା ଜଣେ ବିଖ୍ୟାତ ଡାକ୍ତର

ସମକକ୍ଷ : କକା, କକେଇ, ଦଦା

पिता के छोटे भाई।

मेरे चाचा एक नामी डाक्टर हैं।
काका, चचा, चाचा, तातगु

The brother of your father or mother. The husband of your aunt.

uncle

ଅର୍ଥ : ଯେଉଁ ଭାଇ ପ୍ରଥମେ ଜନ୍ମ ନେଇଛି

ଉଦାହରଣ : ଶ୍ୟାମର ବଡ଼ଭାଇ ଜଣେ ଅଧ୍ୟାପକ

ସମକକ୍ଷ : ଅଗ୍ରଜ, ଜ୍ୟେଷ୍ଠ ଭ୍ରାତା, ନନା, ବଡ ଭାଇ, ଭାଇ, ଭାଇନା

वह भाई जिसने पहले जन्म लिया हो।

श्याम का बड़ा भाई अध्यापक है।
अग्रज, अग्रजन्मा, जेठा भाई, ज्येष्ठ भ्राता, दादा, पित्र्य, पूर्वज, बड़ा भाई, भइया, भाई साहब, भाईसाहब, भैया

An older brother.

big brother