ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଭାଇ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଭାଇ   ବିଶେଷ୍ୟ

ଅର୍ଥ : ଗୋଟିଏ ମାତା ପିତାଙ୍କଠାରୁ ଉତ୍ପନ୍ନ କିମ୍ବା କୌଣସି ବଂଶର କୌଣସି ପିଢିର ବ୍ୟକ୍ତିପାଇଁ ମାତୃ ବା ପିତୃ କୁଳର ସେହି ପିଢିର ଅନ୍ୟ ବ୍ୟକ୍ତି ବା ଯାହାକୁ ଧର୍ମ,ସମାଜ, ଆଇନଆଦିର ଆଧାରରେ ଭାଇର ସ୍ୱୀକୃତି ମିଳିଥାଏ

ଉଦାହରଣ : ଶ୍ୟାମ ମୋ କକା ପୁଅ ଭାଇ

ସମକକ୍ଷ : ଭ୍ରାତ, ଭ୍ରାତା, ସହୋଦର

एक ही माता-पिता से उत्पन्न या किसी वंश की किसी पीढ़ी के व्यक्ति के लिए मातृ या पितृकुल की उसी पीढ़ी का दूसरा व्यक्ति या जिसे धर्म, समाज, कानून आदि के आधार पर भाई का दर्जा मिला हो।

श्याम मेरा चचेरा भाई है।
दहर, भइया, भाई, भ्राता

A male with the same parents as someone else.

My brother still lives with our parents.
blood brother, brother

ଅର୍ଥ : ଗୋଟିଏ ପିତାମାତାଙ୍କ ପାଖରୁ ଜାତ ପୁରୁଷ

ଉଦାହରଣ : ଶ୍ୟାମ ମୋର ନିଜ ଭାଇ

ସମକକ୍ଷ : ଜନ୍ମିତ ଭାଇ, ନିଜ ଭାଇ, ଭ୍ରାତା, ସହୋଦର, ସୋଦର

एक ही माता-पिता से उत्पन्न पुरुष।

श्याम मेरा सगा भाई है।
खास भाई, बीरन, भइया, भाई, सगा भाई, सहोदर, सहोदर भ्राता, सोदर

A male with the same parents as someone else.

My brother still lives with our parents.
blood brother, brother

ଅର୍ଥ : ପୁରୁଷମାନଙ୍କପାଇଁ ଏକ ସମ୍ବୋଧନ

ଉଦାହରଣ : ଭାଇ! ମୁଁ ଆପଣଙ୍କୁ ସାହାଯ୍ୟ କରିପାରିବି କି?

ସମକକ୍ଷ : ଭାଇନା, ଭ୍ରାତ, ଭ୍ରାତା

पुरुषों के लिए एक सम्बोधन।

भाई साहब, क्या मैं आपकी सहायता कर सकता हूँ?
भइया, भाई, भाई साहब, भाईसाहब, भैया

ଅର୍ଥ : ଯେଉଁ ଭାଇ ପ୍ରଥମେ ଜନ୍ମ ନେଇଛି

ଉଦାହରଣ : ଶ୍ୟାମର ବଡ଼ଭାଇ ଜଣେ ଅଧ୍ୟାପକ

ସମକକ୍ଷ : ଅଗ୍ରଜ, ଜ୍ୟେଷ୍ଠ ଭ୍ରାତା, ଦାଦା, ନନା, ବଡ ଭାଇ, ଭାଇନା

वह भाई जिसने पहले जन्म लिया हो।

श्याम का बड़ा भाई अध्यापक है।
अग्रज, अग्रजन्मा, जेठा भाई, ज्येष्ठ भ्राता, दादा, पित्र्य, पूर्वज, बड़ा भाई, भइया, भाई साहब, भाईसाहब, भैया

An older brother.

big brother