ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଅକାରଣରେ ଲୋକଙ୍କ ସହିତ ଲଢ଼ୁଥିବା ବା ମାରପିଟ କରୁଥିବା ଲୋକ
ଉଦାହରଣ : ଥାନାବାବୁ ଆଜି ଚୌଛକି ଉପରେ ଜଣେ ଗୁଣ୍ଡାକୁ ଧରିପକାଇଲେ ଏହି ଅଞ୍ଚଳରେ ଦାଦାମାନଙ୍କର ଦାଦାଗିରି ବଢ଼ିଯାଉଛି
ସମକକ୍ଷ : ଦାଦା, ବଦମାସ
अकारण लोगों से लड़ने या मार पीट करने वाला।
A deceitful and unreliable scoundrel.
ଅର୍ଥ : ଏକାଥରକେ ଯେତିକି ଖାଦ୍ୟ ମୁଁହରେ ଭର୍ତ୍ତି କରାଯାଏ
ଉଦାହରଣ : ମୁଁ ଗୁଣ୍ଡାଏ ଖାଇବା ଆଗରୁ ସେ ଆସିଗଲା
ସମକକ୍ଷ : ଗ୍ରାସ
उतना भोजन जितना एक बार में मुँह में डाला जाए।
ଅର୍ଥ : ଖାଦ୍ୟ ବା ପାନୀୟ ପଦାର୍ଥର ଗୋଟିଏ ଭିନ୍ନ ମାତ୍ରା ଯାହା ଭୋଜନର ଏକ ଭାଗ ରୂପେ ଗ୍ରହଣ କରାଯାଏ
ଉଦାହରଣ : ତା ହେଲ୍ପିଙ୍ଗ ମୋ ହେଲ୍ପିଙ୍ଗଠାରୁ ବଡ଼
ସମକକ୍ଷ : ଢୋକ, ହେଲ୍ପିଙ୍ଗ
* खाद्य या पेय पदार्थ की एक अलग मात्रा जो भोजन के एक भाग के रूप में ग्रहण की जाती है।
An individual quantity of food or drink taken as part of a meal.
ସଂସ୍ଥାପନ କରନ୍ତୁ