ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବଦମାସ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବଦମାସ   ବିଶେଷ୍ୟ

ଅର୍ଥ : ଅକାରଣରେ ଲୋକଙ୍କ ସହିତ ଲଢ଼ୁଥିବା ବା ମାରପିଟ କରୁଥିବା ଲୋକ

ଉଦାହରଣ : ଥାନାବାବୁ ଆଜି ଚୌଛକି ଉପରେ ଜଣେ ଗୁଣ୍ଡାକୁ ଧରିପକାଇଲେ ଏହି ଅଞ୍ଚଳରେ ଦାଦାମାନଙ୍କର ଦାଦାଗିରି ବଢ଼ିଯାଉଛି

ସମକକ୍ଷ : ଗୁଣ୍ଡା, ଦାଦା

अकारण लोगों से लड़ने या मार पीट करने वाला।

थानेदार ने आज चौराहे पर एक गुंडे को धर दबोचा।
इस इलाके में दादाओं की दादागीरी बढ़ती जा रही है।
गुंडा, गुन्डा, दादा, धींगरा, निर्मुट, बदमाश, मवाली, लफंगा, लुंगाड़ा, लुख्खा, लुच्चा, शोहदा

A deceitful and unreliable scoundrel.

knave, rapscallion, rascal, rogue, scalawag, scallywag, varlet

ଅର୍ଥ : ଧନ ନେଇକରି ମଧ୍ୟ କାମ ନ କରିବା ବାଲା ବ୍ୟକ୍ତି

ଉଦାହରଣ : ଏହି କାର୍ଯ୍ୟାଳୟର ସମସ୍ତ ଅଧିକାରୀ ବହୁତ ବଡ଼ ହାରାମଖୋର

ସମକକ୍ଷ : ହାରାମଖୋର

धन लेकर भी काम न करने वाला व्यक्ति।

इस कार्यालय के सभी अधिकारी बहुत बड़े हरामख़ोर हैं।
हरामख़ोर, हरामखोर

ବଦମାସ   ବିଶେଷଣ

ଅର୍ଥ : ନୀଚ ଓ ପାଜି

ଉଦାହରଣ : ସେ ଏକ ନମ୍ବରର ଲଫଙ୍ଗା

ସମକକ୍ଷ : ଲଫଙ୍ଗା, ହାରାମୀ

असभ्य व्यवहार करने वाला।

वह एक नंबर का लफंगा व्यक्ति है।
गड्डाम, गड्डामी, नीच, पाजी, बदमाश, लफंगा, लुख्खा, लुच्चा, शोहदा

Of very poor quality. Flimsy.

bum, cheap, cheesy, chintzy, crummy, punk, sleazy, tinny

ଅର୍ଥ : ଯେ ଉପଦ୍ରବ କରେ

ଉଦାହରଣ : ସେ ଜଣେ ଉପଦ୍ରବୀ ବ୍ୟକ୍ତି

ସମକକ୍ଷ : ଉପଦ୍ରବ କର୍ତ୍ତା, ଉପଦ୍ରବକାରୀ, ଉପଦ୍ରବୀ

ଅର୍ଥ : ଯେ ବହୁତ ଦୁଷ୍ଟାମି କରେ

ଉଦାହରଣ : ଦୁଷ୍ଟ ପିଲାମାନେ ଲୋକମାନଙ୍କୁ ବହୁତ ହଇରାଣ କରନ୍ତି

ସମକକ୍ଷ : ଦୁଷ୍ଟ

जो बहुत शरारत करता हो।

नटखट बच्चे लोगों को बहुत परेशान करते हैं।
उत्पाती, खुराफ़ाती, नटखट, बदमाश, मस्तीख़ोर, मस्तीखोर, शरारती, शैतान

ଅର୍ଥ : ପରମ ଦୁଷ୍ଟ ବା ବହୁତ ବଡ଼ଦୁଷ୍ଟ

ଉଦାହରଣ : ଆମେ ହାରାମଜାଦା ଲୋକମାନଙ୍କଠାରୁ ଦୂରରେ ରହିବା ଉଚିତ

ସମକକ୍ଷ : ହାରାମଜାଦା, ହାରାମି

परम दुष्ट या बहुत बड़ा पाजी।

हमें हरामज़ादे लोगों से दूर ही रहना चाहिए।
हरामज़ादा, हरामजादा, हरामी

Morally bad in principle or practice.

wicked