ଅର୍ଥ : ବିଶେଷଭାବେ ତିଆରି ହୋଇଥିବା ମିଠା ଖାଦ୍ୟଦ୍ରବ୍ୟ
ଉଦାହରଣ :
ସେ ମିଷ୍ଟାନ୍ନ ଖାଇବାକୁ ପସନ୍ଦ କରେ
ସମକକ୍ଷ : ମିଷ୍ଟାନ୍ନ
ଅର୍ଥ : କାହରି ଛଳନା ବା ଠକିବା ଲାଗି କୁହାଯାଉଥିବା ଏପରି କଥା ଯେଉଁଥିରେ ମନରେ ଆଶା, ଧୈର୍ଯ୍ୟ, ସାହସ ଆଦିର ସଞ୍ଚାର ହୁଏ
ଉଦାହରଣ :
ତାଙ୍କର ମିଠା କଥାରେ ଭଳିଯାଅନା
ସମକକ୍ଷ : ଦମ
ଅର୍ଥ : କୌଣସି ବସ୍ତୁରେ ମିଷ୍ଟତା ଆଣିବା ନିମନ୍ତେ ବ୍ୟବହାର କରାଯାଉଥିବା ପଦାର୍ଥ
ଉଦାହରଣ :
ଗୁଡ,ଚିନି,ଖଜୁର ଆଦିକୁ ମିଠା କୁହା ଯାଏ