ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଉତ୍ପାଦନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଉତ୍ପାଦନ   ବିଶେଷ୍ୟ

ଅର୍ଥ : ପ୍ରକୃତିରୁ ଉତ୍ପନ୍ନ କରାଯାଉଥିବା ବା ମଣିଷଙ୍କଦ୍ୱାରା ତିଆରି ହେଉଥିବା ଜିନିଷ

ଉଦାହରଣ : ଆଜିକାଲି ପ୍ରତ୍ୟେକ କମ୍ପାନୀ ନିଜନିଜର ନୂଆ ନୂଆ ଉତ୍ପାଦନ ବଜାରକୁ ଛାଡୁଛନ୍ତି

ସମକକ୍ଷ : ଉତ୍ପାଦ୍ୟ, ତିଆରି

ऐसी चीज़ जिसे किसी व्यक्ति ने बनाई हो या जो किसी प्रक्रिया या यंत्रों आदि द्वारा बनी हो।

आजकल हर कंपनी बाज़ार में अपने नए-नए उत्पाद उतार रही है।
उगत, उत्पाद, उपज, प्रोडक्ट

An artifact that has been created by someone or some process.

They improve their product every year.
They export most of their agricultural production.
product, production

ଅର୍ଥ : କିଛି ଉତ୍ପନ୍ନ କରିବାର କ୍ରିୟା

ଉଦାହରଣ : ଗତ ବର୍ଷ ଅପେକ୍ଷା ଏ ବର୍ଷ ଶସ୍ୟର ଉତ୍ପାଦନ ବୃଦ୍ଧି ହୋଇଛି

कुछ उत्पन्न या निर्माण करने की क्रिया।

पिछले साल की अपेक्षा इस साल अन्न के उत्पादन में वृद्धि हुई है।
उत्पादन, प्रॉडक्शन

The act or process of producing something.

Shakespeare's production of poetry was enormous.
The production of white blood cells.
production