ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ପ୍ରାୟତଃ ମିଳାମିଶାରୁ ଉତ୍ପନ୍ନ ହେଉଥିବା ସମ୍ପର୍କ
ଉଦାହରଣ : ଆଜିକାଲି ସେ ଦୁହିଁଙ୍କ ମଧ୍ୟରେ ବହୁତ ତାଳମେଳ ଅଛି
ସମକକ୍ଷ : ତାଳମେଳ, ମନମେଳ, ମେଳାପ
प्रायः मिलते रहने से उत्पन्न संबंध।
ଅର୍ଥ : ସଭିଙ୍କ ସଙ୍ଗେ ଭଲଭାବରେ ମିଳାମିଶା କରିବାର ଭାବ ବା ଗୁଣ
ଉଦାହରଣ : ସୌହାର୍ଦ୍ୟ ପାରସ୍ପରିକ ସମ୍ପର୍କକୁ ଦୃଢ଼ କରେ
ସମକକ୍ଷ : ମିଶିବାପଣିଆ, ମିଷ୍ଟାଳାପ, ମେଳାପ
सबसे अच्छी तरह मिलने-जुलने का भाव या गुण।
A disposition to be friendly and approachable (easy to talk to).
ସଂସ୍ଥାପନ କରନ୍ତୁ