ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମେଳାପ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମେଳାପ   ବିଶେଷ୍ୟ

ଅର୍ଥ : ପ୍ରାୟତଃ ମିଳାମିଶାରୁ ଉତ୍ପନ୍ନ ହେଉଥିବା ସମ୍ପର୍କ

ଉଦାହରଣ : ଆଜିକାଲି ସେ ଦୁହିଁଙ୍କ ମଧ୍ୟରେ ବହୁତ ତାଳମେଳ ଅଛି

ସମକକ୍ଷ : ତାଳମେଳ, ମନମେଳ, ସୌହାର୍ଦ୍ୟ

प्रायः मिलते रहने से उत्पन्न संबंध।

उन दोनों में बहुत मेलजोल है।
इख़्तिलात, इख्तिलात, मेल मिलाप, मेल-जोल, मेल-मिलाप, मेलजोल, हेल-मेल, हेलमेल

ଅର୍ଥ : ସଭିଙ୍କ ସଙ୍ଗେ ଭଲଭାବରେ ମିଳାମିଶା କରିବାର ଭାବ ବା ଗୁଣ

ଉଦାହରଣ : ସୌହାର୍ଦ୍ୟ ପାରସ୍ପରିକ ସମ୍ପର୍କକୁ ଦୃଢ଼ କରେ

ସମକକ୍ଷ : ମିଶିବାପଣିଆ, ମିଷ୍ଟାଳାପ, ସୌହାର୍ଦ୍ୟ

सबसे अच्छी तरह मिलने-जुलने का भाव या गुण।

मिलनसारिता आपसी संबंधों को मजबूत करती है।
मिलनसरी, मिलनसारिता

A disposition to be friendly and approachable (easy to talk to).

affability, affableness, amiability, amiableness, bonhomie, geniality