ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ତର୍କ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ତର୍କ   ବିଶେଷ୍ୟ

ଅର୍ଥ : କୌଣସି ବସ୍ତୁ ବିଷୟରେ ଅଜ୍ଞାତ ତତ୍ତ୍ୱ କାରଣରୁ ବା ଉତ୍ପତ୍ତିର ବିଚାର ଅନୁସାରେ ନିଶ୍ଚିତ କରିବାର କ୍ରିୟା

ଉଦାହରଣ : ସେ ନିଜ କଥା ପ୍ରମାଣିତ କରିବା ନିମନ୍ତେ ତର୍କ ପରେ ତର୍କ କରିଚାଲିଥିଲେ

ସମକକ୍ଷ : ଯୁକ୍ତି

किसी वस्तु के विषय में अज्ञात तत्व को कारण या साक्ष्य के विचार से निश्चित करने की क्रिया।

धर्मग्रंथों में निराकार आत्मा के अस्तित्व को तर्क से ही सिद्ध किया गया है।
उपपत्ति, तर्क, दलील, युक्ति, वाद

A fact or assertion offered as evidence that something is true.

It was a strong argument that his hypothesis was true.
argument, statement

ଅର୍ଥ : ଶାସ୍ତ୍ରୀୟ ବିଷୟ ଉପରେ ପାରସ୍ପରିକ ବାଦ ବିବାଦ

ଉଦାହରଣ : ଅଷ୍ଟବକ୍ର ରାଜା ଜନକଙ୍କ ସଭାରେ ଉପସ୍ଥିତ ବଡ଼ବଡ଼ ବିଦ୍ୱାନଙ୍କସହିତ ତର୍କବିତର୍କ କଲେ

ସମକକ୍ଷ : ତର୍କବିତର୍କ, ବାଦାନୁବାଦ, ବିତର୍କ

शास्त्रीय विषयों में परस्पर होने वाला वाद-विवाद।

अष्टावक्र ने राजा जनक की सभा में उपस्थित बड़े-बड़े विद्वानों से वाद-प्रतिवाद किया।
वाद-प्रतिवाद, वादप्रतिवाद

A discussion in which reasons are advanced for and against some proposition or proposal.

The argument over foreign aid goes on and on.
argument, argumentation, debate