ଅର୍ଥ : କୌଣସି ନିଶା ଖାଇଲା ପରେ ଆଖିରେ ଯେଉଁ ସୂକ୍ଷ୍ମ ଲାଲପରଦା ଦେଖାଯାଏ
ଉଦାହରଣ :
ଅଧିକ ନିଶା କାରଣରୁ ତା’ ଆଖିର ତନ୍ତୁ ଉପରକୁ ଉଠି ଆସିଛି
ଅର୍ଥ : କୌଣସି ପ୍ରାକୃତିକ ବସ୍ତୁରୁ ମିଳୁଥିବା ଲମ୍ବା ଓ ପତଳା କଠିନ ପଦାର୍ଥ
ଉଦାହରଣ :
ସାକରକନ୍ଦରୁ ତନ୍ତୁ ମିଳେ
ସମକକ୍ଷ : ଚେର
ଅର୍ଥ : କୌଣସି ଲମ୍ବା ଓ ଖୁବ ପତଳା ଜିନିଷ
ଉଦାହରଣ :
ନଳିତାର ତନ୍ତୁରୁ ଝୋଟ ପ୍ରସ୍ତୁତ କରାଯାଏ