ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ତାର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ତାର   ବିଶେଷ୍ୟ

ଅର୍ଥ : ଧାତୁତାରଦ୍ୱାରା ବିଜୁଳି ସାହାଯ୍ୟରେ ପଠାଯାଉଥିବା ଖବର

ଉଦାହରଣ : ଗାଁରୁ ମୋ ନିକଟକୁ ଗୋଟିଏ ଟେଲିଗ୍ରାମ୍‌ ଆସିଛି

ସମକକ୍ଷ : ଟେଲିଗ୍ରାମ୍‌

धातु तंतु द्वारा बिजली की सहायता से भेजा जाने वाला समाचार।

गाँव से मेरे लिए तार आया है।
टेलीग्राम, तार

A message transmitted by telegraph.

telegram, wire

ଅର୍ଥ : ଗୋଟିଏ ବର୍ଣ୍ଣବୃତ୍ତ

ଉଦାହରଣ : ତାରବୃତ୍ତରେ ଅଠରଟି ବର୍ଣ୍ଣ ଥାଏ

ସମକକ୍ଷ : ତାରକ, ତାରକବୃତ୍ତ, ତାରବୃତ୍ତ

एक वर्णवृत्त।

तार में अठारह वर्ण होते हैं।
तार, तारक, तारवृत्त

(prosody) a system of versification.

poetic rhythm, prosody, rhythmic pattern

ଅର୍ଥ : କୌଣସି ଧାତୁକୁ ଟାଣି ତିଆରି କରାଯାଇଥିବା ତନ୍ତୁ

ଉଦାହରଣ : ଏହା ଟେଲିଫୋନ ତାର

ସମକକ୍ଷ : ତନ୍ତୁ, ତନ୍ତ୍ରୀ

धातु को खींचकर बनाया हुआ तंतु।

यह टेलीफोन का तार है।
तंत, तंतु, तंत्री, तन्त, तन्तु, तन्त्री, तार

Ligament made of metal and used to fasten things or make cages or fences etc.

wire