ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସୂତା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସୂତା   ବିଶେଷ୍ୟ

ଅର୍ଥ : ଚକ୍‌ଚକିଆ ଲାଲ୍‌ ରଙ୍ଗର ସୂତା କନା

ଉଦାହରଣ : ସେ ସୂତାର କମିଜ ସିଲେଇ କରାଇଲା

ସମକକ୍ଷ : କଟନ୍

चटकीले लाल रंग का सूती कपड़ा।

उसने तूल का कमीज़ सिलवाया।
तूल

ଅର୍ଥ : ତୁଳା, ରେଶମଆଦିର ସେହି ଲମ୍ବା ରୂପ ଯାହା ବୁଣିବାପାଇଁ ତିଆରି ହୋଇଥାଏ

ଉଦାହରଣ : ଏହି ଶାଢ଼ୀ ରେଶମୀ ସୂତାରେ ତିଆରି ହୋଇଛି

ସମକକ୍ଷ : ତନ୍ତୁ, ସୂତ୍ର

रुई, रेशम आदि का वह लंबा रूप जो बटने से तैयार होता है।

यह साड़ी रेशमी धागे से बनी हुई है।
डोर, डोरा, तंतु, तंत्र, तन्तु, तन्त्र, तागा, धागा, सूत, सूता, सूत्र

A fine cord of twisted fibers (of cotton or silk or wool or nylon etc.) used in sewing and weaving.

thread, yarn