ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଟିପ୍ପଣୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଟିପ୍ପଣୀ   ବିଶେଷ୍ୟ

ଅର୍ଥ : ସମାଚାରରେ ପ୍ରକାଶିତ ଘଟଣାଆଦିର ସଂକ୍ଷିପ୍ତ ବିବରଣ ବା ସେ ସଂପର୍କରେ ସମ୍ପାଦକଙ୍କ ମତାମତ

ଉଦାହରଣ : ଆଜିର ସମାଚାର ପତ୍ରରେ ସଂସଦରେ ହୋଇଥିବା ହଟ୍ଟଗୋଳ ଉପରେ ସମ୍ପାଦକଙ୍କ ଟିପ୍ପଣୀ ବହୁତ କଡ଼ା ଥିଲା

समाचार आदि में प्रकाशित घटना आदि का संक्षिप्त विवरण या उसके संबंध में संपादक का विचार।

आज के समाचार पत्र में संसद में हुए हंगामे पर संपादक द्वारा की गई टिप्पणी बहुत ही सशक्त है।
अवचूरी, आलोक, टिप्पणी

ଅର୍ଥ : ସ୍ପଷ୍ଟୀକରଣ ନିମନ୍ତେ ଦିଆଯାଇଥିବା ଅତିରିକ୍ତ ତଥ୍ୟ

ଉଦାହରଣ : ଏହି ବହିରେ ସ୍ଥାନେସ୍ଥାନେ ଟିପ୍ପଣୀ ଦିଆଯାଇଛି

स्मरण रखने के लिए संक्षिप्त रूप में लिखी हुई पूरक जानकारी या बात।

उसने अपनी पुस्तक में जगह-जगह टिप्पणियाँ लिखी हैं।
टिप्पणी, नोट

A written explanation or criticism or illustration that is added to a book or other textual material.

He wrote an extended comment on the proposal.
comment, commentary

ଅର୍ଥ : ଗୂଢ଼ ବାକ୍ୟଆଦିର ବିସ୍ତୃତ ଏବଂ ସ୍ପଷ୍ଟ ଅର୍ଥ ବ୍ୟକ୍ତ କରୁଥିବା ଛୋଟ ଲେଖା

ଉଦାହରଣ : ଏହି ଗ୍ରନ୍ଥର ଗୂଢ଼ ବାକ୍ୟଗୁଡ଼ିକୁ ବୁଝାଇବା ନିମନ୍ତେ ସ୍ଥାନେ ସ୍ଥାନେ ଟିପ୍ପଣୀ ଦିଆଯାଇଛି

ସମକକ୍ଷ : ନୋଟ

गूढ़ वाक्य आदि का विस्तृत और स्पष्ट अर्थ बतानेवाला छोटा लेख।

इस ग्रंथ के गूढ़ वाक्यों को समझने के लिए जगह-जगह टिप्पणियाँ दी गई हैं।
टिप्पणी

A comment or instruction (usually added).

His notes were appended at the end of the article.
He added a short notation to the address on the envelope.
annotation, notation, note

ଅର୍ଥ : କୌଣସି ବିଷୟରେ ସ୍ପଷ୍ଟୀକରଣପାଇଁ ବା ନିଜର ସମ୍ମତିରୂପରେ କୁହାଯାଇଥିବା କଥା

ଉଦାହରଣ : ଦଲିଲର ପୁରାପୁରି ନିମ୍ନରେ ଥିବା ଟିପ୍ପଣୀ ଅନ୍ତର୍ଗତ ଯାହା ଲେଖାଯାଇଛି ତାହା ଧ୍ୟାନରେ ପଢ଼

ସମକକ୍ଷ : ବିଶେଷ

किसी विषय में उसके स्पष्टीकरण के लिए या अपनी सम्मति के रूप में कही जानेवाली बात।

कागजात में एकदम नीचे विशेष के अंतर्गत जो लिखा गया है उसको ध्यान से पढ़ो।
विशेष

A fact about some part (as opposed to general).

He always reasons from the particular to the general.
particular, specific

ଅର୍ଥ : କୌଣସି ବ୍ୟକ୍ତି, ବିଷୟ ବା କାର୍ଯ୍ୟ ସମ୍ବନ୍ଧରେ କରାଯାଇଥିବା ବିଚାର

ଉଦାହରଣ : ମୁଁ ଏହି ବିଷୟରେ କିଛି ଟିପ୍ପଣୀ ଦେବିନାହିଁ

ସମକକ୍ଷ : ମତାମତ

किसी व्यक्ति, विषय अथवा कार्य के संबंध में किया जाने वाला विचार।

मुझे इस विषय में कोई टिप्पणी नहीं करनी है।
टिप्पणी

ଅର୍ଥ : କୌଣସି ବ୍ୟାଖ୍ୟାନ ଆଦିର ସଂକ୍ଷିପ୍ତ ଲେଖା

ଉଦାହରଣ : କଣ ତୁମେ ମୋତେ ସେହି ଦିନର ଭାଷଣର ଟିପ୍ପଣୀ ଦେଇ ପାରିବ?

ସମକକ୍ଷ : ନୋଟ୍‌ସ

किसी व्याख्यान आदि का संक्षिप्त आलेख।

क्या तुम मुझे उस दिन के लेक्चर के नोट्स दे सकती हो?
नोट्स