ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ନୋଟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ନୋଟ   ବିଶେଷ୍ୟ

ଅର୍ଥ : ସରକାର ଚଳାଇଥିବା କାଗଜ ଯାହା ଉପରେ କିଛି ଟଙ୍କାର ସଂଖ୍ୟା ଛପା ଯାଇଥାଏ ଏବଂ ଯାହା ସେତିକି ଟଙ୍କାର ମୁଦ୍ରା ଭାବେ ଚାଲିଥାଏ

ଉଦାହରଣ : ସେ ମୋତେ ଶହ-ଶହ ଟଙ୍କାର ନୋଟ ଦେଖାଇଲା

ସମକକ୍ଷ : କରେନ୍‌ସୀ

सरकार का चलाया हुआ वह कागज़ जिस पर कुछ रुपयों की संख्या छपी रहती है और जो उतने रुपये के सिक्के के रूप में चलता है।

वह मुझे सौ-सौ के नोट दिखा रहा था।
कागजी पैसा, कागजी रुपया, काग़ज़ी पैसा, काग़ज़ी रुपया, नोट, पेपर मनी, रुपया

A piece of paper money (especially one issued by a central bank).

He peeled off five one-thousand-zloty notes.
bank bill, bank note, banker's bill, banknote, bill, federal reserve note, government note, greenback, note

ଅର୍ଥ : ଗୂଢ଼ ବାକ୍ୟଆଦିର ବିସ୍ତୃତ ଏବଂ ସ୍ପଷ୍ଟ ଅର୍ଥ ବ୍ୟକ୍ତ କରୁଥିବା ଛୋଟ ଲେଖା

ଉଦାହରଣ : ଏହି ଗ୍ରନ୍ଥର ଗୂଢ଼ ବାକ୍ୟଗୁଡ଼ିକୁ ବୁଝାଇବା ନିମନ୍ତେ ସ୍ଥାନେ ସ୍ଥାନେ ଟିପ୍ପଣୀ ଦିଆଯାଇଛି

ସମକକ୍ଷ : ଟିପ୍ପଣୀ

गूढ़ वाक्य आदि का विस्तृत और स्पष्ट अर्थ बतानेवाला छोटा लेख।

इस ग्रंथ के गूढ़ वाक्यों को समझने के लिए जगह-जगह टिप्पणियाँ दी गई हैं।
टिप्पणी

A comment or instruction (usually added).

His notes were appended at the end of the article.
He added a short notation to the address on the envelope.
annotation, notation, note

ଅର୍ଥ : ଧ୍ୟାନ ରଖିବାପାଇଁ ଲେଖି ବା ଟାଙ୍ଗିକରି ରଖାଯାଇଥିବା ବସ୍ତୁ

ଉଦାହରଣ : ନୋଟକୁ ଫ୍ରିଜ୍ ଉପରେ ନିଶ୍ଚିତଭାବେ ଲଗାଇବ

ध्यान रखने के लिए लिखकर या टाँगकर रखी वस्तु।

नोट को फ्रिज पर अवश्य चिपका देना।
नोट

A file of memoranda or notices that remind of things to be done.

tickler, tickler file