ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମତାମତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମତାମତ   ବିଶେଷ୍ୟ

ଅର୍ଥ : କୌଣସି ବିଷୟ ଉପରେ ଆଧାରିତ ନିଜସ୍ୱ ବିଚାର ବା ସମ୍ମତି

ଉଦାହରଣ : ସମସ୍ତଙ୍କ ମତରେ ଏହି କାମ ଠିକ୍ ହେଉଛି

ସମକକ୍ଷ : ଅଭିମତ, ବିଚାର, ମତ

किसी विषय आदि में प्रकट किया हुआ किसी का अपना विचार या सम्मति।

सभी के मत से यह काम ठीक हो रहा है।
अभिमत, इंदिया, इन्दिया, खयाल, ख़याल, ख़्याल, ख्याल, तजवीज, तजवीज़, मत, राय, विचार, सम्मति

A personal belief or judgment that is not founded on proof or certainty.

My opinion differs from yours.
I am not of your persuasion.
What are your thoughts on Haiti?.
opinion, persuasion, sentiment, thought, view

ଅର୍ଥ : କୌଣସି କଥାକୁ ଯେ ଧ୍ୟାନ ଦେଇନାହିଁ ତାକୁ ସେ ବିଷୟରେ ଜଣେଇବାପାଇଁ କହିଥିବା କଥା

ଉଦାହରଣ : ଏହି ବିଷୟ ଉପରେ ଆପଣ ବି ଆପଣଙ୍କ ଅଭିମତ ଦିଅନ୍ତୁ

ସମକକ୍ଷ : ଅଭିମତ, ପରାମର୍ଶ, ମତ, ମନ୍ତବ୍ୟ, ସମ୍ମତି ଅସମ୍ମତି

जिस बात की ओर किसी का ध्यान न गया हो उसकी ओर उसका ध्यान दिलाने के लिए कही हुई बात।

आपका सुझाव सबसे अच्छा है।
तरकीब, परामर्श, मंतव्य, मन्तव्य, राय, सलाह, सुझाव

A proposal offered for acceptance or rejection.

It was a suggestion we couldn't refuse.
proffer, proposition, suggestion

ଅର୍ଥ : କୌଣସି ବ୍ୟକ୍ତି, ବିଷୟ ବା କାର୍ଯ୍ୟ ସମ୍ବନ୍ଧରେ କରାଯାଇଥିବା ବିଚାର

ଉଦାହରଣ : ମୁଁ ଏହି ବିଷୟରେ କିଛି ଟିପ୍ପଣୀ ଦେବିନାହିଁ

ସମକକ୍ଷ : ଟିପ୍ପଣୀ

किसी व्यक्ति, विषय अथवा कार्य के संबंध में किया जाने वाला विचार।

मुझे इस विषय में कोई टिप्पणी नहीं करनी है।
टिप्पणी