ଅର୍ଥ : ଅର୍ଥାଳଙ୍କାରର ଏକ ଭେଦ
ଉଦାହରଣ :
ବିଶେଷରେ କୌଣସି ଆଶ୍ଚର୍ଯ୍ୟଜନକ ଘଟଣା ବର୍ଣ୍ଣନା କରାଯାଏ
ସମକକ୍ଷ : ବିଶେଷ ଅର୍ଥାଳଙ୍କାର, ବିଶେଷାର୍ଥାଳଙ୍କାର
ଅର୍ଥ : କୌଣସି ବିଷୟରେ ସ୍ପଷ୍ଟୀକରଣପାଇଁ ବା ନିଜର ସମ୍ମତିରୂପରେ କୁହାଯାଇଥିବା କଥା
ଉଦାହରଣ :
ଦଲିଲର ପୁରାପୁରି ନିମ୍ନରେ ଥିବା ଟିପ୍ପଣୀ ଅନ୍ତର୍ଗତ ଯାହା ଲେଖାଯାଇଛି ତାହା ଧ୍ୟାନରେ ପଢ଼
ସମକକ୍ଷ : ଟିପ୍ପଣୀ
ଅର୍ଥ : ସାଧାରଣଠାରୁ ଅତିରିକ୍ତ ତଥା ତାଠାରୁ ଟିକେ ଆଗୁଆ ଥିବା ବା ଯେତେ ହେବା ଦରକାର ବା ହୋଇଥାଏ ତାଠାରୁ କିଛି ଅଧିକ ବା ତାହା ବ୍ୟତୀତ
ଉଦାହରଣ :
ମୁଁ ଏଠାକୁ ଏକ ବିଶେଷ କାମରେ ଆସିଛି ଏହି ଯଜ୍ଞପାଇଁ କେତେକ ବିଶେଷ ସାମଗ୍ରୀର ଆବଶ୍ୟକତା ରହିଛି
ସମକକ୍ଷ : ଅସାମାନ୍ୟ
ଅର୍ଥ : ଯାହା ସାମାନ୍ୟ ନୁହେଁ
ଉଦାହରଣ :
ମୋହନ ଅସାମାନ୍ୟ ରୋଗରେ ପୀଡ଼ିତକୌଣସି ଅସାମାନ୍ୟ କଥା ଅଛିତ ମୋତେ କୁହ
ସମକକ୍ଷ : ଅସାଧାରଣ, ଅସାମାନ୍ୟ, ଖାସ୍, ଗୁରୁତ୍ୱପୂର୍ଣ୍ଣ, ସ୍ପେସାଲ୍