ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କଡା ଶବ୍ଦର ଅର୍ଥ ଏବଂ ଉଦାହରଣ ।

କଡା   ବିଶେଷ୍ୟ

ଅର୍ଥ : ମଣିବନ୍ଧରେ ପିନ୍ଧୁଥିବା ଏକ ଗହଣା

ଉଦାହରଣ : ଶୀଲା ଅଳଂକାର ଦୋକାନରୁ ଗୋଟିଏ ସୁନା କଡା କିଣିଲା

ସମକକ୍ଷ : ବାଲା, ବ୍ରେସଲେଟ

कलाई में पहनने का एक गहना।

शीला ने आभूषण की दुकान से एक सोने की पहुँची खरीदी।
पहुँची

କଡା   ବିଶେଷଣ

ଅର୍ଥ : ବହୁତ କଡ଼ା,ବଡ଼ ବା ପୂରା

ଉଦାହରଣ : ବୋହୂ ଶାଶୁକୁ କଡ଼ା ଜବାବ ଦେଲା

ସମକକ୍ଷ : ଟାଣ

बहुत उग्र या तेज हो।

बहू ने सास को करारा ज़वाब दिया।
करारा

Having strength or power greater than average or expected.

A strong radio signal.
Strong medicine.
A strong man.
strong