ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଜ୍ଞାନୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଜ୍ଞାନୀ   ବିଶେଷ୍ୟ

ଅର୍ଥ : ତତ୍ତ୍ୱ ବା ଯଥାର୍ଥତାକୁ ଜାଣିଥିବା ଲୋକ

ଉଦାହରଣ : ଏହି ସଭାରେ ବଡ଼ବଡ଼ ତତ୍ତ୍ୱବିତ୍‌ମାନେ ଭାଗ ନେଉଛନ୍ତି

ସମକକ୍ଷ : ତତ୍ତ୍ୱଜ୍ଞ, ତତ୍ତ୍ୱଦର୍ଶୀ, ତତ୍ତ୍ୱବିତ୍‌, ତତ୍ତ୍ୱବେତ୍ତା, ଦାର୍ଶନିକ

तत्व या यथार्थता को जाननेवाला व्यक्ति।

इस सभा में बड़े-बड़े तत्ववेत्ताओं ने हिस्सा लिया।
तत्वज्ञ, तत्वज्ञानी, तत्वदर्शी, तत्ववेत्ता, दर्शन शास्त्री, दर्शनशास्त्री, दार्शनिक, दिव्य

A specialist in philosophy.

philosopher

ଅର୍ଥ : ଯେ ଶାସ୍ତ୍ରରେ ବିଜ୍ଞ

ଉଦାହରଣ : ଶଙ୍କରାଚାର୍ଯ୍ୟ ବହୁତ ବଡ଼ ଶାସ୍ତ୍ରଜ୍ଞ ଥିଲେ

ସମକକ୍ଷ : ପଣ୍ଡିତ, ବିଦ୍ୱାନ, ଶାସ୍ତ୍ରଜ୍ଞ, ଶାସ୍ତ୍ରବିତ୍‌, ଶାସ୍ତ୍ରୀ

वह जिसे शास्त्रों का अच्छा ज्ञान हो।

शंकराचार्यजी बहुत बड़े शास्त्रज्ञ थे।
अंतर्वाणी, अन्तर्वाणी, शास्त्रज्ञ, शास्त्रज्ञानी, शास्त्रविद, शास्त्रवेत्ता, शास्त्री

A philosopher who specializes in ethics.

ethician, ethicist

ଅର୍ଥ : ଯାହାର କୌଣସି ବିଷୟରେ ଭଲ ଜ୍ଞାନ ରହିଛି

ଉଦାହରଣ : ଭାରତ ପ୍ରଥମରୁ ହିଁ ବିଦ୍ୱାନମାନଙ୍କ ଦେଶ

ସମକକ୍ଷ : କୋବିଦ, ଜ୍ଞାତା, ପଣ୍ଡିତ, ବିଜ୍ଞ, ବିଦ୍ୱାନ, ବିବୁଧ, ସୁମନ

वह जिसे किसी चीज का अच्छा ज्ञान हो।

भारत शुरू से ही ज्ञानियों का देश रहा है।
अर्क, अल्लामह, अल्लामा, कोबिद, कोविद, जानकार, ज्ञाता, ज्ञानी, पंडित, भिज्ञ, विद्वान, विवुध, विवेकज्ञ, वेध, वेधा, सुमन

Someone who has been admitted to membership in a scholarly field.

initiate, learned person, pundit, savant

ଜ୍ଞାନୀ   ବିଶେଷଣ

ଅର୍ଥ : ଯେ ବହୁତ ବେଶି ପାଠ ପଢ଼ିଛି

ଉଦାହରଣ : ଆଜିର ସଭାରେ କେହିଜଣେ ବିଦ୍ୱାନ‌ ବ୍ୟକ୍ତି ଭାଷଣ ଦେଇଥିଲେ

ସମକକ୍ଷ : ପଣ୍ଡିତ, ବିଜ୍ଞ, ବିଦ୍ୱାନ‌

जिसने बहुत अधिक विद्या अर्जित की हो।

आज की सभा को कई विद्वान व्यक्तियों ने संबोधित किया।
अभिजात, अभिज्ञ, आलिम, कोविद, जानकार, ज्ञाता, ज्ञानवान, ज्ञानी, पंडित, प्रबुद्ध, बुद्ध, भिज्ञ, युक्तार्थ, विज्ञ, विद्वत्, विद्वान, विशारद, वेत्ता, सुप्रकेत

ଅର୍ଥ : ଯେ ଜ୍ଞାନରେ ପୂର୍ଣ୍ଣ

ଉଦାହରଣ : ମହାତ୍ମାଜୀ ବହୁତ ଜ୍ଞାନପୂର୍ଣ୍ଣ କଥା ବତାଇଲେ

ସମକକ୍ଷ : ଜ୍ଞନଯୁକ୍ତ, ଜ୍ଞାନପୂର୍ଣ୍ଣ, ବୁଦ୍ଧିଆ, ବୁଦ୍ଧିମାନ

जो ज्ञान से भरा हुआ हो।

महात्माजी ने कई ज्ञानपूर्ण बातें बताईं।
चिन्मय, ज्ञानपूर्ण, ज्ञानमय

Capable of being known.

cognisable, cognizable, cognoscible, knowable