ଅର୍ଥ : ଯାହାର ବୁଦ୍ଧି ବହୁତ ତେଜ
ଉଦାହରଣ :
ବୁଦ୍ଧିମାନ ମନୋହର ଜଣେ ଭଲ ଖେଳାଳୀ
ସମକକ୍ଷ : ତୀକ୍ଷ୍ଣବୁଦ୍ଧି, ତୀବ୍ରବୁଦ୍ଧି, ପ୍ରଖରବୁଦ୍ଧି, ବୁଦ୍ଧିଆ
ଅର୍ଥ : ଯେ ଜ୍ଞାନରେ ପୂର୍ଣ୍ଣ
ଉଦାହରଣ :
ମହାତ୍ମାଜୀ ବହୁତ ଜ୍ଞାନପୂର୍ଣ୍ଣ କଥା ବତାଇଲେ
ସମକକ୍ଷ : ଜ୍ଞନଯୁକ୍ତ, ଜ୍ଞାନପୂର୍ଣ୍ଣ, ଜ୍ଞାନୀ, ବୁଦ୍ଧିଆ