ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବିଜ୍ଞ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବିଜ୍ଞ   ବିଶେଷ୍ୟ

ଅର୍ଥ : ଯାହାର କୌଣସି ବିଷୟରେ ଭଲ ଜ୍ଞାନ ରହିଛି

ଉଦାହରଣ : ଭାରତ ପ୍ରଥମରୁ ହିଁ ବିଦ୍ୱାନମାନଙ୍କ ଦେଶ

ସମକକ୍ଷ : କୋବିଦ, ଜ୍ଞାତା, ଜ୍ଞାନୀ, ପଣ୍ଡିତ, ବିଦ୍ୱାନ, ବିବୁଧ, ସୁମନ

वह जिसे किसी चीज का अच्छा ज्ञान हो।

भारत शुरू से ही ज्ञानियों का देश रहा है।
अर्क, अल्लामह, अल्लामा, कोबिद, कोविद, जानकार, ज्ञाता, ज्ञानी, पंडित, भिज्ञ, विद्वान, विवुध, विवेकज्ञ, वेध, वेधा, सुमन

Someone who has been admitted to membership in a scholarly field.

initiate, learned person, pundit, savant

ବିଜ୍ଞ   ବିଶେଷଣ

ଅର୍ଥ : ଯିଏ ଶିକ୍ଷା ଗ୍ରହଣ କରିଛି

ଉଦାହରଣ : ଶିକ୍ଷିତ ବ୍ୟକ୍ତି ହିଁ ରାଷ୍ଟ୍ରର କର୍ଣ୍ଣଧାର ହୋଇଥାନ୍ତି

ସମକକ୍ଷ : ପଢ଼ାଲିଖା, ପଢ଼ୁଆ, ଶିକ୍ଷିତ, ସାକ୍ଷର

जिसने शिक्षा ग्रहण की हो।

शिक्षित व्यक्ति ही राष्ट्र के कर्णधार होते हैं।
पढ़ा लिखा, पढ़ा-लिखा, प्राज्ञ, शिक्षित, साक्षर

Possessing an education (especially having more than average knowledge).

educated

ଅର୍ଥ : ଯେ ବହୁତ ବେଶି ପାଠ ପଢ଼ିଛି

ଉଦାହରଣ : ଆଜିର ସଭାରେ କେହିଜଣେ ବିଦ୍ୱାନ‌ ବ୍ୟକ୍ତି ଭାଷଣ ଦେଇଥିଲେ

ସମକକ୍ଷ : ଜ୍ଞାନୀ, ପଣ୍ଡିତ, ବିଦ୍ୱାନ‌

जिसने बहुत अधिक विद्या अर्जित की हो।

आज की सभा को कई विद्वान व्यक्तियों ने संबोधित किया।
अभिजात, अभिज्ञ, आलिम, कोविद, जानकार, ज्ञाता, ज्ञानवान, ज्ञानी, पंडित, प्रबुद्ध, बुद्ध, भिज्ञ, युक्तार्थ, विज्ञ, विद्वत्, विद्वान, विशारद, वेत्ता, सुप्रकेत

ଅର୍ଥ : ଯାହାର ଅବଗତି ଅଛି

ଉଦାହରଣ : ଏହି କାମକୁ କୌଣସି ଅଭିଜ୍ଞ ଲୋକକୁ ଦିଅନ୍ତୁ

ସମକକ୍ଷ : ଅଭିଜ୍ଞ, ଜ୍ଞାତା

जिसे जानकारी हो।

इस काम को किसी जानकार आदमी को सौंपिए।
अभिज्ञ, जानकार, ज्ञाता, बाखबर, बाख़बर, भिज्ञ, वाक़िफ़, वाकिफ, विज्ञाता