ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଦାର୍ଶନିକ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଦାର୍ଶନିକ   ବିଶେଷ୍ୟ

ଅର୍ଥ : ତତ୍ତ୍ୱ ବା ଯଥାର୍ଥତାକୁ ଜାଣିଥିବା ଲୋକ

ଉଦାହରଣ : ଏହି ସଭାରେ ବଡ଼ବଡ଼ ତତ୍ତ୍ୱବିତ୍‌ମାନେ ଭାଗ ନେଉଛନ୍ତି

ସମକକ୍ଷ : ଜ୍ଞାନୀ, ତତ୍ତ୍ୱଜ୍ଞ, ତତ୍ତ୍ୱଦର୍ଶୀ, ତତ୍ତ୍ୱବିତ୍‌, ତତ୍ତ୍ୱବେତ୍ତା

तत्व या यथार्थता को जाननेवाला व्यक्ति।

इस सभा में बड़े-बड़े तत्ववेत्ताओं ने हिस्सा लिया।
तत्वज्ञ, तत्वज्ञानी, तत्वदर्शी, तत्ववेत्ता, दर्शन शास्त्री, दर्शनशास्त्री, दार्शनिक, दिव्य

A specialist in philosophy.

philosopher

ଦାର୍ଶନିକ   ବିଶେଷଣ

ଅର୍ଥ : ଦର୍ଶନ-ଶାସ୍ତ୍ର ସହ ସମ୍ବନ୍ଧିତ

ଉଦାହରଣ : ସେ ଦର୍ଶନଶାସ୍ତ୍ରୀୟ ପୁସ୍ତକର ସମୀକ୍ଷା କଲେ

ସମକକ୍ଷ : ଦର୍ଶନଶାସ୍ତ୍ରୀୟ

दर्शन-शास्त्र से संबंधित।

उसने दर्शनशास्त्रीय पुस्तकों की विवेचना की।
दर्शनशास्त्रीय, दार्शनिक

Of or relating to philosophy or philosophers.

Philosophical writing.
A considerable knowledge of philosophical terminology.
philosophic, philosophical

ଅର୍ଥ : ଯେ ଦର୍ଶନ ଜାଣେ

ଉଦାହରଣ : ଦାର୍ଶନିକ ଅରସ୍ତୁ ଜଣେ ରାଜନୀତିଜ୍ଞ ମଧ୍ୟ ଥିଲେ

ସମକକ୍ଷ : ତତ୍ତ୍ୱଜ୍ଞାନୀ

जो दर्शन का ज्ञाता हो।

दार्शनिक अरस्तू एक राजनीतिज्ञ भी थे।
तत्वज्ञानी, दार्शनिक