ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ତତ୍ତ୍ୱବେତ୍ତା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ତତ୍ତ୍ୱବେତ୍ତା   ବିଶେଷ୍ୟ

ଅର୍ଥ : ତତ୍ତ୍ୱ ବା ଯଥାର୍ଥତାକୁ ଜାଣିଥିବା ଲୋକ

ଉଦାହରଣ : ଏହି ସଭାରେ ବଡ଼ବଡ଼ ତତ୍ତ୍ୱବିତ୍‌ମାନେ ଭାଗ ନେଉଛନ୍ତି

ସମକକ୍ଷ : ଜ୍ଞାନୀ, ତତ୍ତ୍ୱଜ୍ଞ, ତତ୍ତ୍ୱଦର୍ଶୀ, ତତ୍ତ୍ୱବିତ୍‌, ଦାର୍ଶନିକ

तत्व या यथार्थता को जाननेवाला व्यक्ति।

इस सभा में बड़े-बड़े तत्ववेत्ताओं ने हिस्सा लिया।
तत्वज्ञ, तत्वज्ञानी, तत्वदर्शी, तत्ववेत्ता, दर्शन शास्त्री, दर्शनशास्त्री, दार्शनिक, दिव्य

A specialist in philosophy.

philosopher