ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅନିଳ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅନିଳ   ବିଶେଷ୍ୟ

ଅର୍ଥ : ପ୍ରାୟଃ ସର୍ବତ୍ର ଚଳମାନ ଏକ ତତ୍ତ୍ୱ ଯାହା ସାରା ପୃଥିବୀରେ ବ୍ୟାପ୍ତ ଏବଂ ଯେଉଁଥିରେ ପ୍ରାଣୀ ଶ୍ୱାସ ନେଇଥାନ୍ତି

ଉଦାହରଣ : ପବନ ଅଭାବରେ ଜୀବନ କଳ୍ପନା କରାଯାଇପାରିବ ନାହିଁ

ସମକକ୍ଷ : ଜୀବନ, ପବନ, ପ୍ରାଣ, ବାୟୁ, ମରୁତ, ସମୀର

ଅର୍ଥ : ପବନର ଅଧିପତିରୂପେ ଗ୍ରହଣ କରାଯାଉଥିବା ହିନ୍ଦୁ ଧର୍ମଗ୍ରନ୍ଥଗୁଡ଼ିକରେ ବର୍ଣ୍ଣିତ ଜଣେ ଦେବତା

ଉଦାହରଣ : ବେଦଗୁଡ଼ିକରେ ବି ପବନଦେବତାଙ୍କୁ ପୂଜାକରିବା ବିଧି ରହିଛି

ସମକକ୍ଷ : ପବନଦେବ, ପବନଦେବତା, ବାୟୁଦେବ, ମରୁତ

हिन्दू धर्मग्रंथों में वर्णित एक देवता जो हवा के अधिपति माने जाते हैं।

वेदों में भी पवनदेव के पूजन का विधान है।
अजिर, अध्यर्ध, अनिल, जगद्बल, दैत्यदेव, पवन, पवनदेव, पवनदेवता, पवमान, मरुत, मरुत्, वायु, वायुदेव, वायुदेवता, विधु, वृष्णि, हवा