ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବାୟୁ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବାୟୁ   ବିଶେଷ୍ୟ

ଅର୍ଥ : ଭାରତୀୟ ଦର୍ଶନ ଅନୁସାରେ ଜୀବନୀଶକ୍ତି ବା ପ୍ରାଣର ଯେଉଁ ମୁଖ୍ୟ ଆଧାର ଶରୀର ଭିତରେ ରହିଥାଏ

ଉଦାହରଣ : ବାୟୁର ପ୍ରାଣ,ଅପାନ,ସମାନ,ଉଦାନ ଏବଂବ୍ୟାନ-ଏହି ପାଞ୍ଚଭେଦ ଗଣାଯାଏ

भारतीय दर्शन के अनुसार जीवनी-शक्ति या प्राणों का वह मुख्य आधार जो शरीर के अन्दर रहता है।

वायु के प्राण, अपान, समान, उदान और व्यान - ये पाँच भेद माने गए हैं।
वायु

(biology) a hypothetical force (not physical or chemical) once thought by Henri Bergson to cause the evolution and development of organisms.

elan vital, life force, vital force, vitality

ଅର୍ଥ : ପ୍ରାୟଃ ସର୍ବତ୍ର ଚଳମାନ ଏକ ତତ୍ତ୍ୱ ଯାହା ସାରା ପୃଥିବୀରେ ବ୍ୟାପ୍ତ ଏବଂ ଯେଉଁଥିରେ ପ୍ରାଣୀ ଶ୍ୱାସ ନେଇଥାନ୍ତି

ଉଦାହରଣ : ପବନ ଅଭାବରେ ଜୀବନ କଳ୍ପନା କରାଯାଇପାରିବ ନାହିଁ

ସମକକ୍ଷ : ଅନିଳ, ଜୀବନ, ପବନ, ପ୍ରାଣ, ମରୁତ, ସମୀର

ଅର୍ଥ : ପାଚନ ସଂସ୍ଥାନରେ ଅଜୀର୍ଣ୍ଣଯୋଗୁଁ ସୃଷ୍ଟି ହେଉଥିବା ବାୟୁ

ଉଦାହରଣ : ପେଟରେ ଅଧିକ ଅମ୍ଳତା କାରଣରୁ ବାୟୁ ହୁଏ

ସମକକ୍ଷ : ଗ୍ୟାସ

पाचन संस्थान में अपच के कारण बनने वाली वायु।

पेट में अधिक अम्लता के कारण गैस बन जाती है।
गैस

A state of excessive gas in the alimentary canal.

flatulence, flatulency, gas

ବାୟୁ   ବିଶେଷଣ

ଅର୍ଥ : ବାୟୁ ବିକାର ସମ୍ବନ୍ଧୀୟ

ଉଦାହରଣ : ଶୀତ ଦିନରେ ବାୟୁ ରୋଗୀମାନଙ୍କୁ ବହୁତ ହଇରାଣ ହେବାକୁ ହୁଏ

ସମକକ୍ଷ : ଗେଷ୍ଟିକ୍, ଗ୍ୟାଷ୍ଟ୍ରିକ୍

वायु विकार संबंधी।

ठंड के दिनों में बादी रोगियों को बहुत तक़लीफ़ होती है।
बादी