ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଜମା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଜମା   ବିଶେଷ୍ୟ

ଅର୍ଥ : ଖାତା ବା ବହିର ଯେଉଁ ଭାଗ ବା କୋଠରୀରେ ମିଳୁଥିବା ଧନକୁ ତଫସିଲଭୁକ୍ତ କରାଯାଇଥାଏ

ଉଦାହରଣ : ଜମାରେ ପଚାଶ ହଜାର ମିଳୁଛି

खाते या बही का वह भाग या कोष्ठक जिसमें प्राप्त धन का ब्यौरा दिया जाता है।

जमा में पचास हज़ार दिखा रहा है।
जमा

One of the portions into which something is regarded as divided and which together constitute a whole.

The written part of the exam.
The finance section of the company.
The BBC's engineering division.
division, part, section

ଅର୍ଥ : ଏକାଭଳି ବହୁତଗୁଡ଼ିଏ ବସ୍ତୁର କିଛି ସମୂହ ଆକାର

ଉଦାହରଣ : ରାମ ଓ ଶ୍ୟାମ ମଧ୍ୟରେ ଶସ୍ୟରାଶିର ବଣ୍ଟନ ହେଲା

ସମକକ୍ଷ : ଅମାର, ଗଦା, ଚୟ, ରାଶି, ସଂଶ୍ଳିଷ୍ଟ, ସମ୍ଭାର

एक जैसी वस्तुओं का कुछ ऊँचा समूह।

राम और श्याम के बीच अनाज के ढेर का बँटवारा हुआ।
अंबर, अंबार, अटंबर, अटम, अटा, अटाल, अटाला, अमार, अम्बर, अम्बार, कूट, गंज, घानी, चय, जखीरा, ढेर, प्रसर, राशि, संभार, संश्लिष्ट, समायोग, सम्भार

ଜମା   ବିଶେଷଣ

ଅର୍ଥ : ଏକାଠି କରାଯାଇଥିବା ବା ଗୋଟିଏ ଜାଗାକୁ ଅଣାଯାଇଥିବା

ଉଦାହରଣ : ଏ ବର୍ଷ ବାରୁଣୀ ମେଳାରେ ଏକତ୍ରିତ ହୋଇଥିବା ଲୋକଙ୍କ ଭିତରେ ଦଳାଚକଟା ଆରମ୍ଭ ହୋଇଗଲା

ସମକକ୍ଷ : ଏକତ୍ର, ଏକତ୍ରିତ

इकट्ठा किया हुआ या एक जगह लाया हुआ।

इस साल नहान के मेले में एकत्रित लोगों के बीच भगदड़ मच गई।
इकट्ठा, इकतर, इकत्र, इकैठ, एकत्र, एकत्रित, जमा, समग्रीकृत, समाहित, समाहृत

Brought together in one place.

The collected works of Milton.
The gathered folds of the skirt.
collected, gathered