ଅର୍ଥ : କ୍ରାନ୍ତିବୃତ୍ତ ଭିତରେ ଆସୁଥିବା ତାରକାପୁଞ୍ଜର ପ୍ରତ୍ୟେକଟି ହେଲେ ମେଷ, ବୃଷ, ମିଥୁନ, କର୍କଟ, ସିଂହ, କନ୍ୟା, ତୁଳା, ଧନୁ, ମକର, କୁମ୍ଭ ଏବଂ ମୀନ
ଉଦାହରଣ :
ମୋର କନ୍ୟା ରାଶି
ସମକକ୍ଷ : ଜନ୍ମରାଶି
ଅର୍ଥ : କ୍ରାନ୍ତିବୃତ୍ତ ଭିତରେ ଆସୁଥିବା ତାରକାପୁଞ୍ଜ ଯାହା ବାର ଭାଗରେ ବିଭକ୍ତ, ଏହାର ପ୍ରତ୍ୟେକ ଭାଗକୁ ରାଶି କୁହାଯାଏ
ଉଦାହରଣ :
ରାଶିଚକ୍ର ଅନୁସାରେ ଗ୍ରହଗୁଡ଼ିକର ସ୍ଥିତିର ନିର୍ଦ୍ଧାରଣ କରାଯାଏ
ସମକକ୍ଷ : ଜ୍ୟୋତିଷଚକ୍ର, ରାଶିଚକ୍ର, ରାଶିମଣ୍ଡଳ