ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଗଦା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଗଦା   ବିଶେଷ୍ୟ

ଅର୍ଥ : ଏକାଭଳି ବହୁତଗୁଡ଼ିଏ ବସ୍ତୁର କିଛି ସମୂହ ଆକାର

ଉଦାହରଣ : ରାମ ଓ ଶ୍ୟାମ ମଧ୍ୟରେ ଶସ୍ୟରାଶିର ବଣ୍ଟନ ହେଲା

ସମକକ୍ଷ : ଅମାର, ଚୟ, ଜମା, ରାଶି, ସଂଶ୍ଳିଷ୍ଟ, ସମ୍ଭାର

एक जैसी वस्तुओं का कुछ ऊँचा समूह।

राम और श्याम के बीच अनाज के ढेर का बँटवारा हुआ।
अंबर, अंबार, अटंबर, अटम, अटा, अटाल, अटाला, अमार, अम्बर, अम्बार, कूट, गंज, घानी, चय, जखीरा, ढेर, प्रसर, राशि, संभार, संश्लिष्ट, समायोग, सम्भार

ଅର୍ଥ : ଦଣ୍ଡରେ ବଡ଼ ପିଣ୍ଡୁଳା ଲଗା ହୋଇଥିବା ପ୍ରାଚୀନ ଅସ୍ତ୍ର ଏକ

ଉଦାହରଣ : ଭୀମ ଗଦା ଚଳାଇବାରେ ନିପୁଣ ଥିଲେ

एक प्राचीन अस्त्र जिसमें डंडे के एक सिरे पर मोटा गोला लगा होता है।

भीम गदा चलाने में निपुण थे।
गदा, गुर्ज़