ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଏକତ୍ରିତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଏକତ୍ରିତ   ବିଶେଷଣ

ଅର୍ଥ : ଯାହାର ସଂଗଠନ ହୋଇଛି

ଉଦାହରଣ : ଇଂରେଜମାନଙ୍କ ସହିତ ଟକ୍କର ଦେବା ପାଇଁ ଭାରତୀୟମାନଙ୍କୁ ସଂଗଠିତ ହେବାକୁ ପଡ଼ିଥିଲା

ସମକକ୍ଷ : ସଂଗଠିତ

जिसका संघटन हुआ हो।

अंग्रेजों से टक्कर लेने के लिए भारतीयों को संघटित होना पड़ा।
संगठित, संघटित

Held together as by social or cultural ties.

A close-knit family.
Close-knit little villages.
The group was closely knit.
close-knit, closely knit

ଅର୍ଥ : କାହାରିସାଥିରେ ବା କାହାଦ୍ୱାରା ମିଶି ବା ସଂଯୁକ୍ତ ହୋଇ

ଉଦାହରଣ : ଭାତ,ଡାଲି,ତରକାରୀର ସମ୍ମିଳିତ ଭୋଜନ ସ୍ୱାସ୍ଥ୍ୟକାରକ ଈଶ୍ୱର ଦୃଶ୍ୟ ଅଦୃଶ୍ୟ ସମସ୍ତ ଜିନିଷରେ ସମ୍ମିଳିତ ଅଛନ୍ତି

ସମକକ୍ଷ : ମିଶ୍ରିତ, ଯୁକ୍ତ, ସଂଯୁକ୍ତ, ସଂଶ୍ଳିଷ୍ଟ, ସମିଶ୍ରିତ, ସମ୍ମିଳିତ

किसी से या किसी में मिला हुआ या युक्त।

दाल, चावल, रोटी, सब्जी, सलाद आदि सम्मिलित भोजन स्वास्थ्यप्रद होता है।
ईश्वर दृश्य अदृश्य सबमें सम्मिलित है।
अन्वित, अभिव्याप्त, इकसूत, मिलित, मिश्रित, युक्त, संश्लिष्ट, संसृष्ट, सम्मिलित

Made or joined or united into one.

combined

ଅର୍ଥ : ଏକାଠି କରାଯାଇଥିବା ବା ଗୋଟିଏ ଜାଗାକୁ ଅଣାଯାଇଥିବା

ଉଦାହରଣ : ଏ ବର୍ଷ ବାରୁଣୀ ମେଳାରେ ଏକତ୍ରିତ ହୋଇଥିବା ଲୋକଙ୍କ ଭିତରେ ଦଳାଚକଟା ଆରମ୍ଭ ହୋଇଗଲା

ସମକକ୍ଷ : ଏକତ୍ର, ଜମା

इकट्ठा किया हुआ या एक जगह लाया हुआ।

इस साल नहान के मेले में एकत्रित लोगों के बीच भगदड़ मच गई।
इकट्ठा, इकतर, इकत्र, इकैठ, एकत्र, एकत्रित, जमा, समग्रीकृत, समाहित, समाहृत

Brought together in one place.

The collected works of Milton.
The gathered folds of the skirt.
collected, gathered