ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅମାର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅମାର   ବିଶେଷ୍ୟ

ଅର୍ଥ : ଏକାଭଳି ବହୁତଗୁଡ଼ିଏ ବସ୍ତୁର କିଛି ସମୂହ ଆକାର

ଉଦାହରଣ : ରାମ ଓ ଶ୍ୟାମ ମଧ୍ୟରେ ଶସ୍ୟରାଶିର ବଣ୍ଟନ ହେଲା

ସମକକ୍ଷ : ଗଦା, ଚୟ, ଜମା, ରାଶି, ସଂଶ୍ଳିଷ୍ଟ, ସମ୍ଭାର

एक जैसी वस्तुओं का कुछ ऊँचा समूह।

राम और श्याम के बीच अनाज के ढेर का बँटवारा हुआ।
अंबर, अंबार, अटंबर, अटम, अटा, अटाल, अटाला, अमार, अम्बर, अम्बार, कूट, गंज, घानी, चय, जखीरा, ढेर, प्रसर, राशि, संभार, संश्लिष्ट, समायोग, सम्भार

ଅର୍ଥ : ଖାଦ୍ୟ ରଖିବା ସ୍ଥାନ

ଉଦାହରଣ : ହରଡ଼ କାଠି ତିଆରି ତାଟିରେ ଅମାରକୁ ଘେରି ଆଚ୍ଛାଦନ କରାଯାଏ ଏବଂ ତା ଉପରେ ତଳେ ନଡା ପକାଇ ଦିଆଯାଏ

अन्न रखने का स्थान।

अमार अरहर के सरकंडों की टट्टी से घेरकर छाया जाता है और इसके ऊपर नीचे भुस डाल देते हैं।
अंबार, अमार, अम्बार

An outlying farm building for storing grain or animal feed and housing farm animals.

barn