ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଜନ୍ମ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଜନ୍ମ   ବିଶେଷ୍ୟ

ଅର୍ଥ : ଜୀବନ ଧାରଣ କରିବା କ୍ରିୟା ବା ଭାବ

ଉଦାହରଣ : କୃଷ୍ଣଙ୍କ ଜନ୍ମ ମଥୁରାରେ ହୋଇଥିଲା

ସମକକ୍ଷ : ଆର୍ବିଭାବ, ଉତ୍ପତ୍ତି, ଜାତ

जीवन धारण करने की क्रिया या भाव।

कृष्ण का जन्म मथुरा में हुआ था।
अवतार, जन्म, जात, पैदाइश

The event of being born.

They celebrated the birth of their first child.
birth, nascence, nascency, nativity

ଅର୍ଥ : ପ୍ରଥମେ ଅସ୍ତିତ୍ୱସହ ଯୁକ୍ତ ହେବା

ଉଦାହରଣ : ପୃଥିବୀରେ ସର୍ବ ପ୍ରଥମେ ଏକକୋଷୀୟ ଜୀବଙ୍କର ଉତ୍ପତ୍ତି ହୋଇଥିଲା

ସମକକ୍ଷ : ଆବିର୍ଭାବ, ଉତ୍ପତ୍ତି, ଉଦ୍‌ଭବ, ଉଦୟ

पहले-पहल अस्तित्व में आने की क्रिया या भाव।

पृथ्वी पर सबसे पहले एककोशीय जीवों की उत्पत्ति हुई।
अधिजनन, अभ्युत्थान, आजान, आविर्भाव, उतपति, उत्पत्ति, उदय, उद्गम, उद्भव, उद्भावना, जन्म, धाम, पैदाइश, पैदायश, प्रसूति, प्रादुर्भाव, भव

The gradual beginning or coming forth.

Figurines presage the emergence of sculpture in Greece.
emergence, growth, outgrowth