ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ସାମ୍ନାକୁ ଆସିବା ବା ପ୍ରକଟ ହେବା କ୍ରିୟା ବା ଭାବ
ଉଦାହରଣ : ଖମ୍ବରୁ ନରସିଂହଙ୍କ ଆବିର୍ଭାବ ହୋଇଥିଲା
ସମକକ୍ଷ : ପ୍ରକଟନ, ପ୍ରକଟୀକରଣ
सामने आने या प्रकट होने की क्रिया या भाव।
(theology) the origination of the Holy Spirit at Pentecost.
ଅର୍ଥ : ପ୍ରଥମେ ଅସ୍ତିତ୍ୱସହ ଯୁକ୍ତ ହେବା
ଉଦାହରଣ : ପୃଥିବୀରେ ସର୍ବ ପ୍ରଥମେ ଏକକୋଷୀୟ ଜୀବଙ୍କର ଉତ୍ପତ୍ତି ହୋଇଥିଲା
ସମକକ୍ଷ : ଉତ୍ପତ୍ତି, ଉଦ୍ଭବ, ଉଦୟ, ଜନ୍ମ
पहले-पहल अस्तित्व में आने की क्रिया या भाव।
The gradual beginning or coming forth.
ସଂସ୍ଥାପନ କରନ୍ତୁ