ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଜାତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଜାତ   ବିଶେଷ୍ୟ

ଅର୍ଥ : ଜୀବନ ଧାରଣ କରିବା କ୍ରିୟା ବା ଭାବ

ଉଦାହରଣ : କୃଷ୍ଣଙ୍କ ଜନ୍ମ ମଥୁରାରେ ହୋଇଥିଲା

ସମକକ୍ଷ : ଆର୍ବିଭାବ, ଉତ୍ପତ୍ତି, ଜନ୍ମ

जीवन धारण करने की क्रिया या भाव।

कृष्ण का जन्म मथुरा में हुआ था।
अवतार, जन्म, जात, पैदाइश

The event of being born.

They celebrated the birth of their first child.
birth, nascence, nascency, nativity

ଜାତ   ବିଶେଷଣ

ଅର୍ଥ : ଯାହାର ଉତ୍ପତ୍ତି ହୋଇଛି ବା ଯାହା ଉତ୍ପନ୍ନ କରାଯାଇଛି

ଉଦାହରଣ : ଭାରତରେ ଉତ୍ପନ୍ନ ଚା’ ଅଧିକମାତ୍ରାରେ ବିଦେଶକୁ ରପ୍ତାନୀ କରାଯାଇଥାଏ

ସମକକ୍ଷ : ଉତ୍ପନ୍ନ, ଚାଷକରାଯାଇଥିବା, ସୃଷ୍ଟ

जिसकी उत्पत्ति हुई हो या जो उगा हो।

भारत में उत्पन्न चाय अधिक मात्रा में विदेशों को निर्यात की जाती है।
उतपन्न, उत्पन्न, उपजा, उपजा हुआ, पैदा, पैदा हुआ

ଅର୍ଥ : ଯେ ଜନ୍ମ ନେଇଛି

ଉଦାହରଣ : ଜନ୍ମିତ ପ୍ରାଣୀର ମୃତ୍ୟୁ ନିଶ୍ଚିତ

ସମକକ୍ଷ : ଜନ୍ମିତ, ଜୀବିତ, ପ୍ରସୂତ, ସଂଜାତ, ସୃଷ୍ଟ

जो पैदा हुआ हो या जिसने जन्म लिया हो।

जन्मे प्राणियों की मृत्यु निश्चित है।
अधिज, अवजनित, आविर्भूत, उतपन्न, उत्पन्न, जनित, जन्मा, जन्मा हुआ, जात, निष्पन्न, पैदा, पैदा हुआ, प्रसूत, प्रसून, रूढ़, संजात, संवृत्त, सूत

Brought into existence.

He was a child born of adultery.
born