ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଉଦୟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଉଦୟ   ବିଶେଷ୍ୟ

ଅର୍ଥ : ପ୍ରଥମେ ଅସ୍ତିତ୍ୱସହ ଯୁକ୍ତ ହେବା

ଉଦାହରଣ : ପୃଥିବୀରେ ସର୍ବ ପ୍ରଥମେ ଏକକୋଷୀୟ ଜୀବଙ୍କର ଉତ୍ପତ୍ତି ହୋଇଥିଲା

ସମକକ୍ଷ : ଆବିର୍ଭାବ, ଉତ୍ପତ୍ତି, ଉଦ୍‌ଭବ, ଜନ୍ମ

पहले-पहल अस्तित्व में आने की क्रिया या भाव।

पृथ्वी पर सबसे पहले एककोशीय जीवों की उत्पत्ति हुई।
अधिजनन, अभ्युत्थान, आजान, आविर्भाव, उतपति, उत्पत्ति, उदय, उद्गम, उद्भव, उद्भावना, जन्म, धाम, पैदाइश, पैदायश, प्रसूति, प्रादुर्भाव, भव

The gradual beginning or coming forth.

Figurines presage the emergence of sculpture in Greece.
emergence, growth, outgrowth

ଅର୍ଥ : କୌଣସି ନୂଆ ଜିନିଷ, କଥା, ଶକ୍ତିଆଦି ଉତ୍ପନ୍ନ ହୋଇ ଆଗକୁ ଆସିବାର କ୍ରିୟା

ଉଦାହରଣ : ୧୯୭୨ରେ ଏକ ସ୍ୱତନ୍ତ୍ର ରାଷ୍ଟ୍ର ରୂପେ ବଙ୍ଗଳାଦେଶର ଉଦୟ ହୋଇଥିଲା

ସମକକ୍ଷ : ଅଭ୍ୟୁଦୟ

किसी नई चीज़, बात, शक्ति, आदि के उत्पन्न होकर सामने आने की क्रिया।

बांगलादेश का उदय १९७२ में एक स्वतंत्र राष्ट्र के रूप में हुआ।
अभ्युदय, उदय

An opening time period.

It was the dawn of the Roman Empire.
dawn