ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଜଣାଶୁଣା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଜଣାଶୁଣା   ବିଶେଷ୍ୟ

ଅର୍ଥ : କାହା ସହିତ ଜଣାଶୁଣା ହେବା ଅବସ୍ଥା ବା ଭାବ

ଉଦାହରଣ : ଶ୍ୟାମର ବଡ଼ ବଡ଼ ଲୋକଙ୍କ ସହିତ ପରିଚୟ ଅଛି

ସମକକ୍ଷ : ପରିଚୟ

किसी से जान पहचान होने की अवस्था या भाव।

हमारा और आपका परिचय तो बहुत पुराना है।
आशनाई, जान-पहचान, जान-पहिचान, परिचय, पहचान, पहिचान, वाक़िफ़यत, वाक़िफ़ियत, वाकिफयत, वाकिफियत

A relationship less intimate than friendship.

acquaintance, acquaintanceship

ଅର୍ଥ : ଯେଉଁ ବ୍ୟକ୍ତିଙ୍କୁ ଖ୍ୟାତି ମିଳିଛି

ଉଦାହରଣ : ବିଦ୍ୟାସାଗରଙ୍କୁ ନାମୀଲୋକଙ୍କ ମଧ୍ୟରେ ଗଣାଯାଏ

ସମକକ୍ଷ : ଖ୍ୟାତ, ନାମୀ, ପ୍ରସିଦ୍ଧ, ବିଖ୍ୟାତ

A well-known or notable person.

They studied all the great names in the history of France.
She is an important figure in modern music.
figure, name, public figure

ଅର୍ଥ : ଜାଣିବା ବା ବିଜ୍ଞହେବା ଅବସ୍ଥା ବା ଭାବ

ଉଦାହରଣ : ମୋ ଜ୍ଞାତସାରରେ ହିଁ ଏହି କାମ ହୋଇଛି

ସମକକ୍ଷ : ଜାଣତ, ଜାଣତି, ଜ୍ଞାତସାର

जानने या भिज्ञ होने की अवस्था या भाव।

मेरी जानकारी में ही यह काम हुआ है।
अभिज्ञता, जानकारी, पता, भिज्ञता, वकूफ, वकूफ़, विजानता

Having knowledge of.

He had no awareness of his mistakes.
His sudden consciousness of the problem he faced.
Their intelligence and general knowingness was impressive.
awareness, cognisance, cognizance, consciousness, knowingness

ଅର୍ଥ : ଯେଉଁ ବ୍ୟକ୍ତି ଜଣାଶୁଣା

ଉଦାହରଣ : ସେଠାରେ ମୋର କେତେକ ପରିଚିତ ବ୍ୟକ୍ତି ଉପସ୍ଥିତ ଥିଲେ

ସମକକ୍ଷ : ପରିଚିତ

वह जो जान पहचान का हो।

वहाँ मेरे कई परिचित उपस्थित थे।
परिचित

A person with whom you are acquainted.

I have trouble remembering the names of all my acquaintances.
We are friends of the family.
acquaintance, friend

ଜଣାଶୁଣା   ବିଶେଷଣ

ଅର୍ଥ : ଯିଏ ଜଣାଶୁଣା

ଉଦାହରଣ : ସେ କିଛି ପରିଚିତ ଲୋକଙ୍କ ସହିତ ବୁଲିବୁଲି ସମସ୍ତଙ୍କୁ ନବବର୍ଷର ଶୁଭେଚ୍ଛା ଜଣାଇଲେ

ସମକକ୍ଷ : ପରିଚିତ

जो जाना पहचाना हो या जिसको जाना गया हो।

वह कुछ परिचित लोगों के साथ घूम-घूमकर सबको नववर्ष की शुभकामनाएँ दे रहा है।
आशना, जाना-पहचाना, परिचित, वाक़िफ़, वाकिफ

ଅର୍ଥ : ଯେ ସମଗ୍ର ବିଶ୍ୱରେ ବିଖ୍ୟାତ

ଉଦାହରଣ : ମହାତ୍ମାଗାନ୍ଧୀ ବିଶ୍ୱବିଖ୍ୟାତ ବ୍ୟକ୍ତି ଥିଲେ ଏହା ଜଣାଶୁଣା ଯେ ଭାରତ ଏକ ନିରପେକ୍ଷ ରାଷ୍ଟ୍ର

ସମକକ୍ଷ : ଜଗତପ୍ରସିଦ୍ଧ, ବିଶ୍ୱପ୍ରସିଦ୍ଧ, ବିଶ୍ୱବିଖ୍ୟାତ, ଲୋକପ୍ରସିଦ୍ଧ

जो पूरे विश्व में विख्यात हो।

महात्मा गाँधी विश्व विख्यात व्यक्ति थे।
यह जगज़ाहिर है कि भारत एक निरपेक्ष राष्ट्र है।
जगज़ाहिर, जगजाहिर, जगत्प्रसिद्ध, लोक प्रसिद्ध, विश्व प्रसिद्ध, विश्व विख्यात, विश्वप्रसिद्ध, विश्वविख्यात

ଅର୍ଥ : ଅନୁଭବ ଧାରଣ କରୁଥିବା ଲୋକ ବା ଯାହାର କୌଣସି କାମ ଓ ବସ୍ତୁର ଅନୁଭବ ଥାଏ

ଉଦାହରଣ : ଏହି କାମପାଇଁ ଅନୁଭବୀ ବ୍ୟକ୍ତିର ଆବଶ୍ୟକତା ରହିଛି

ସମକକ୍ଷ : ଅନୁଭବୀ

अनुभव रखनेवाला या जिसे किसी काम,वस्तु आदि का अनुभव हो।

इस काम के लिए एक अनुभवी व्यक्ति की आवश्यकता है।
अनुभवी, आजमूदाकार, आज़मूदाकार, जहाँदीद, जहाँदीदा, जानकार, तजरबाकार, तजरबेकार, तजरुबाकार, तजर्बेकार, तजुरबेकार, तजुर्बेकार, परिपक्व, मँजा हुआ

Having experience. Having knowledge or skill from observation or participation.

experienced, experient