ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ନାମୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ନାମୀ   ବିଶେଷ୍ୟ

ଅର୍ଥ : ଯେଉଁ ବ୍ୟକ୍ତିଙ୍କୁ ଖ୍ୟାତି ମିଳିଛି

ଉଦାହରଣ : ବିଦ୍ୟାସାଗରଙ୍କୁ ନାମୀଲୋକଙ୍କ ମଧ୍ୟରେ ଗଣାଯାଏ

ସମକକ୍ଷ : ଖ୍ୟାତ, ଜଣାଶୁଣା, ପ୍ରସିଦ୍ଧ, ବିଖ୍ୟାତ

A well-known or notable person.

They studied all the great names in the history of France.
She is an important figure in modern music.
figure, name, public figure

ନାମୀ   ବିଶେଷଣ

ଅର୍ଥ : ଯାହାଙ୍କୁ ଖ୍ୟାତି ମିଳିଛି

ଉଦାହରଣ : ଲତା ମଙ୍ଗେଶକର ଜଣେ ପ୍ରସିଦ୍ଧ ଗାୟିକା

ସମକକ୍ଷ : ଆଖ୍ୟାତ, ଖ୍ୟାତ, ନାମଜାଦା, ପ୍ରଖ୍ୟାତ, ପ୍ରସିଦ୍ଧ, ବିଖ୍ୟାତ

Widely known and esteemed.

A famous actor.
A celebrated musician.
A famed scientist.
An illustrious judge.
A notable historian.
A renowned painter.
celebrated, famed, famous, far-famed, illustrious, notable, noted, renowned

ଅର୍ଥ : ଯାହାଙ୍କୁ ପ୍ରତିଷ୍ଠା ମିଳିଛି ବା ଯାହାର ପ୍ରତିଷ୍ଠା ଅଛି

ଉଦାହରଣ : ପଣ୍ଡିତ ମହେଶ ନିଜ କ୍ଷେତ୍ରରେ ଜଣେ ପ୍ରତିଷ୍ଠିତ ବ୍ୟକ୍ତି

ସମକକ୍ଷ : ଅଗ୍ରଗଣ୍ୟ, ଗଣମାନ୍ୟ, ଗୌରବାନ୍ୱିତ, ପ୍ରତିଷ୍ଠିତ, ମାନନୀୟ, ମାନ୍ୟ, ସମ୍ଭ୍ରାନ୍ତ, ସମ୍ମାନିତ