ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପରିଚୟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପରିଚୟ   ବିଶେଷ୍ୟ

ଅର୍ଥ : କାହା ସହିତ ଜଣାଶୁଣା ହେବା ଅବସ୍ଥା ବା ଭାବ

ଉଦାହରଣ : ଶ୍ୟାମର ବଡ଼ ବଡ଼ ଲୋକଙ୍କ ସହିତ ପରିଚୟ ଅଛି

ସମକକ୍ଷ : ଜଣାଶୁଣା

किसी से जान पहचान होने की अवस्था या भाव।

हमारा और आपका परिचय तो बहुत पुराना है।
आशनाई, जान-पहचान, जान-पहिचान, परिचय, पहचान, पहिचान, वाक़िफ़यत, वाक़िफ़ियत, वाकिफयत, वाकिफियत

A relationship less intimate than friendship.

acquaintance, acquaintanceship

ଅର୍ଥ : ନାମ, ଧନ, ଗୁଣ, କର୍ମଆଦି ସହ ସଂବନ୍ଧିତ କୌଣସି ବ୍ୟକ୍ତିଙ୍କର ସବୁ ବା କିଛି ବିଷୟ ଯାହା ଅନ୍ୟମାନଙ୍କୁ କୁହାଯାଏ

ଉଦାହରଣ : ମୁଁ ତାଙ୍କ ପରିଚୟ ସମ୍ପର୍କରେ କିଛି କହିବାକୁ ଚାହୁଁଛି ଆପଣଙ୍କ ପରିଚୟ?

किसी व्यक्ति के नाम, धन, गुण, कर्म आदि से संबंध रखनेवाली सब या कुछ बातें जो किसी को बतलाई जाएँ।

मैं उनके परिचय में कुछ कहना चाहता हूँ।
आपकी तारीफ?
तारीफ, तारीफ़, परिचय

Formally making a person known to another or to the public.

intro, introduction, presentation