ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅନୁଭବୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅନୁଭବୀ   ବିଶେଷଣ

ଅର୍ଥ : ଯିଏ କୌଣସି ଘଟଣା ନିଜ ଆଖିରେ ଦେଖିଛି

ଉଦାହରଣ : ଓକିଲ ନ୍ୟାୟାଳୟରେ ପ୍ରତ୍ୟକ୍ଷଦର୍ଶୀ ସାକ୍ଷୀକୁ ବହୁତ ପଚରାପଚରି କରୁଥିଲେ

ସମକକ୍ଷ : ପ୍ରତ୍ୟକ୍ଷଦର୍ଶୀ

जिसने कोई घटना अपनी आँखों से देखी हो।

अधिवक्ता न्यायालय में चश्मदीद गवाहों से काफ़ी पूछाताछ कर रहा था।
अनुभावी, चश्मदीद, प्रत्यक्षदर्शी, साक्षात्कारक

ଅର୍ଥ : ଯିଏ ଭୋଗ କରିସାରିଛି ବା ଭୋଗକାରୀ

ଉଦାହରଣ : ଆଜିକାଲି ରେଳରେ ସଂରକ୍ଷଣ ମିଳିବା କେତେ କଷ୍ଟକର ଏହା କୌଣସି ଭୁକ୍ତଭୋଗୀ ବ୍ୟକ୍ତିହିଁ ଜାଣିପାରିବ

ସମକକ୍ଷ : ଭୁକ୍ତଭୋଗୀ, ଭୋଗୀ

जो भोग चुका हो या भुगतने वाला।

आजकल रेल में आरक्षण मिलना कितना मुश्किल है यह कोई भुक्तभोगी व्यक्ति ही जान सकता है।
भुक्तभोगी, भोगी

Having experience. Having knowledge or skill from observation or participation.

experienced, experient

ଅର୍ଥ : ଅନୁଭବ ଧାରଣ କରୁଥିବା ଲୋକ ବା ଯାହାର କୌଣସି କାମ ଓ ବସ୍ତୁର ଅନୁଭବ ଥାଏ

ଉଦାହରଣ : ଏହି କାମପାଇଁ ଅନୁଭବୀ ବ୍ୟକ୍ତିର ଆବଶ୍ୟକତା ରହିଛି

ସମକକ୍ଷ : ଜଣାଶୁଣା

अनुभव रखनेवाला या जिसे किसी काम,वस्तु आदि का अनुभव हो।

इस काम के लिए एक अनुभवी व्यक्ति की आवश्यकता है।
अनुभवी, आजमूदाकार, आज़मूदाकार, जहाँदीद, जहाँदीदा, जानकार, तजरबाकार, तजरबेकार, तजरुबाकार, तजर्बेकार, तजुरबेकार, तजुर्बेकार, परिपक्व, मँजा हुआ

Having experience. Having knowledge or skill from observation or participation.

experienced, experient

ଅର୍ଥ : ଯାହାପାଖରେ ଅନୁଭବ କରିବାର ଶକ୍ତି ଥାଏ

ଉଦାହରଣ : ଶ୍ୟାମ ପିଲାଦିନରୁ ହିଁ ଅନୁଭବୀ

जिसमें अनुभव करने की शक्ति हो।

श्याम बचपन से ही अनुभावी है।
अनुभावी