ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପରିଚିତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପରିଚିତ   ବିଶେଷ୍ୟ

ଅର୍ଥ : ଯେଉଁ ବ୍ୟକ୍ତି ଜଣାଶୁଣା

ଉଦାହରଣ : ସେଠାରେ ମୋର କେତେକ ପରିଚିତ ବ୍ୟକ୍ତି ଉପସ୍ଥିତ ଥିଲେ

ସମକକ୍ଷ : ଜଣାଶୁଣା

वह जो जान पहचान का हो।

वहाँ मेरे कई परिचित उपस्थित थे।
परिचित

A person with whom you are acquainted.

I have trouble remembering the names of all my acquaintances.
We are friends of the family.
acquaintance, friend

ପରିଚିତ   ବିଶେଷଣ

ଅର୍ଥ : ଯିଏ ଜଣାଶୁଣା

ଉଦାହରଣ : ସେ କିଛି ପରିଚିତ ଲୋକଙ୍କ ସହିତ ବୁଲିବୁଲି ସମସ୍ତଙ୍କୁ ନବବର୍ଷର ଶୁଭେଚ୍ଛା ଜଣାଇଲେ

ସମକକ୍ଷ : ଜଣାଶୁଣା

जो जाना पहचाना हो या जिसको जाना गया हो।

वह कुछ परिचित लोगों के साथ घूम-घूमकर सबको नववर्ष की शुभकामनाएँ दे रहा है।
आशना, जाना-पहचाना, परिचित, वाक़िफ़, वाकिफ

ଅର୍ଥ : ଚିହ୍ନିବାର ଯୋଗ୍ୟ

ଉଦାହରଣ : ତା ଦଗ୍ଧ ମୁଖ ଜ୍ଞାତ ଉପଯୋଗୀ ରହିଲା ନାହିଁ

ସମକକ୍ଷ : ଚିହ୍ନିତ, ଜ୍ଞାତ

पहचानने योग्य।

उसका दग्ध-मुख अभिज्ञेय नहीं रह गया।
अभिज्ञेय

Capable of being recognized.

placeable, recognisable, recognizable