ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଫରମା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଫରମା   ବିଶେଷ୍ୟ

ଅର୍ଥ : କାଠ ବା ଧାତୁଆଦିର ଖଣ୍ଡ ଯାହା ଉପରେ କୌଣସି ରୂପ ବା ଚିତ୍ର ଖୋଳାହୋଇଛି ଏବଂ ଏହାକୁ କୌଣସି ଅନ୍ୟ ବସ୍ତୁଉପରେ ରଖି ଚାପିଦେଲେ ସେଥିରେ ଖୋଳା ଆକୃତି ଚପିଯାଏ ବା ତିଆରି ହୋଇଯାଏ

ଉଦାହରଣ : ଶ୍ରମିକ ଲୁଗାଉପରେ ଛାଞ୍ଚ ସାହାଯ୍ୟରେ ପ୍ରକାର ପ୍ରକାରର ଛାପ ତିଆରି କରୁଛି

ସମକକ୍ଷ : ଛାଞ୍ଚ, ଛାପା, ଠସା

लकड़ी या धातु आदि का वह खंड जिसपर कोई आकृति या बेल-बूटे आदि खुदे हों और उसे किसी दूसरी वस्तु पर रखकर दबाने से उसमें खुदी आकृति उतर या बन जाए।

मजदूर ठप्पे से कपड़ों पर तरह-तरह की छाप बना रहा है।
छापा, ठप्पा, थापा

A block or die used to imprint a mark or design.

stamp

ଅର୍ଥ : କାଗଜର ସେହି ପୂରା ଖଣ୍ଡ ଯାହା ଏକାଥରେ ପ୍ରେସରେ ଛପାଯାଏ

ଉଦାହରଣ : ରେଳ ଦୁର୍ଘଟଣାର ଖବର ପ୍ରେସରେ ପହଞ୍ଚିବା ପୂର୍ବରୁ ହିଁ ଖବର କାଗଜର ଫରମା ପ୍ରସ୍ତୁତ ହୋଇ ସାରିଥିଲା

काग़ज़ का वह पूरा ताव जो एक बार में मुद्रणालय में छापा जाता है।

रेल दुर्घटना की ख़बर प्रेस में पहुँचने से पहले ही अख़बार का फरमा तैयार हो चुका था।
फरमा