ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଉଡ଼ିଯିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଉଡ଼ିଯିବା   କ୍ରିୟାପଦ

ଅର୍ଥ : ରଙ୍ଗ, ଚମକ ଆଦି ଫିକା ପଡିବା

ଉଦାହରଣ : ଗୋଟିଏ ଧୂଆଁରେ କନାର ରଙ୍ଗ ଉଡ଼ିଗଲା

ସମକକ୍ଷ : ଚାଲିଯିବା, ଛାଡ଼ିଯିବା, ଫିକା ପଡ଼ିବା

रंग, चमक आदि का धीमा पड़ जाना।

एक ही धुलाई में कपड़े का रंग उड़ गया।
उड़ जाना, उड़ना, उतरना, निकलना, फीका पड़ना

ଅର୍ଥ : କୌଣସି ବସ୍ତୁ ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା

ଉଦାହରଣ : ଟେବୁଲ ଉପରେ ଥିବା ବହି କୁଆଡେ ଉଡିଗଲା

ସମକକ୍ଷ : ଗାଏବ ହୋଇଯିବା, ଛୁ ମନ୍ତର ହୋଇଯିବା

किसी वस्तु आदि का जगह से हटना।

मेज़ पर रखी किताब कहाँ गायब हो गई।
उड़न-छू होना, उड़नछू होना, उड़ना, काफ़ूर होना, काफूर होना, गायब होना, छू-मंतर होना, छूमंतर होना

Get lost, as without warning or explanation.

He disappeared without a trace.
disappear, go away, vanish