ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଛାଡ଼ିଯିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଛାଡ଼ିଯିବା   କ୍ରିୟାପଦ

ଅର୍ଥ : କୌଣସି ଅଙ୍କିତ ଚିହ୍ନ ଆଦି ନ ରହିବା

ଉଦାହରଣ : ସର୍ଫରେ ଲୁଗାର ଦାଗ ଛାଡ଼ି ଥାଏ

ସମକକ୍ଷ : ସଫାହୋଇଯିବା

किसी अंकित चिह्न आदि का न रहना।

सर्फ से कपड़े के दाग, धब्बे छूट जाते हैं।
उड़ना, छुटना, छूटना, निकलना, मिटना, हटना

ଅର୍ଥ : ରଙ୍ଗ, ଚମକ ଆଦି ଫିକା ପଡିବା

ଉଦାହରଣ : ଗୋଟିଏ ଧୂଆଁରେ କନାର ରଙ୍ଗ ଉଡ଼ିଗଲା

ସମକକ୍ଷ : ଉଡ଼ିଯିବା, ଚାଲିଯିବା, ଫିକା ପଡ଼ିବା

रंग, चमक आदि का धीमा पड़ जाना।

एक ही धुलाई में कपड़े का रंग उड़ गया।
उड़ जाना, उड़ना, उतरना, निकलना, फीका पड़ना