ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଚାତୁର୍ଯ୍ୟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଚାତୁର୍ଯ୍ୟ   ବିଶେଷ୍ୟ

ଅର୍ଥ : ବୁଦ୍ଧିମାନ ହେବାର ଅବସ୍ଥା ବା ଭାବ

ଉଦାହରଣ : ସେ ନିଜର ବୁଦ୍ଧିମତ୍ତା ବଳରେ ହିଁ ଏହି କାମରେ ସଫଳ ହେଲେ

ସମକକ୍ଷ : ଚତୁରତା, ଚାତୁରୀ, ଚାଲାକି, ବୁଦ୍ଧିକୌଶଳ, ବୁଦ୍ଧିମତ୍ତା

Intelligence as manifested in being quick and witty.

brightness, cleverness, smartness

ଅର୍ଥ : ଚତୁର ହେବାର ଅବସ୍ଥା,ଗୁଣ ବା ଭାବ

ଉଦାହରଣ : ସେ ଚତୁରତା ସହ ଉତ୍ତର ଦେଲା

ସମକକ୍ଷ : ଚତୁର ପଣିଆ, ଚତୁରତା, ଚାତୁରୀ, ଚାଲାକି

चतुर होने की अवस्था, गुण या भाव।

उसने चतुराई से उत्तर दिया।
चतुराई, चातुरी, चातुर्य, चातुर्य्य, चालाकी, जोग, योग, होशियारी

The intellectual ability to penetrate deeply into ideas.

astuteness, deepness, depth, profoundness, profundity