ଅର୍ଥ : କାହା ବିଷୟରେ କିଛି କହିବାର ପ୍ରକ୍ରିୟା
ଉଦାହରଣ :
ଆଜିକାଲିର ନେତାମାନେ ସମସ୍ୟାଗୁଡ଼ିକର ସମାଧାନ ନକରି ସଭାସମିତିରେ କେବଳ ତାର ଉଲ୍ଲେଖ ମାତ୍ର କରୁଛନ୍ତି
ସମକକ୍ଷ : ଉଲ୍ଲେଖ
ଅର୍ଥ : ନିଜ ନିଜ ମଧ୍ୟରେ କଥାବାର୍ତ୍ତା ବା ଡକାଡକି ହେବାର କ୍ରିୟା
ଉଦାହରଣ :
ସେ ଲୋକମାନେ ଦେଶର ଆର୍ଥିକ ସ୍ଥିତି ସମ୍ପକରେ କଥାବାର୍ତ୍ତା କରୁଥିଲେ ଆଜିକାଲି ତା ସହିତ ମୋର କଥାବାର୍ତ୍ତା ବନ୍ଦ ହୋଇଯାଇଛି
ସମକକ୍ଷ : ଆଳାପ, କଥାବାର୍ତ୍ତା, ବାର୍ତ୍ତାଳାପ, ସଂଭାଷଣ
ଅର୍ଥ : କୌଣସି ବିଷୟରେ ହେଉଥିବା କଥା ବାର୍ତ୍ତା
ଉଦାହରଣ :
ସେଠାରେ ଯୌତୁକ ପ୍ରଥା ଉପରେ ଆଲୋଚନା ହେଉଛି
ସମକକ୍ଷ : ଆଲୋଚନା, ଗୋଷ୍ଠୀ, ପରିଚର୍ଚ୍ଚା, ମିଟିଙ୍ଗ, ସଂଗୋଷ୍ଠୀ