ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କଥାବାର୍ତ୍ତା ଶବ୍ଦର ଅର୍ଥ ଏବଂ ଉଦାହରଣ ।

କଥାବାର୍ତ୍ତା   ବିଶେଷ୍ୟ

ଅର୍ଥ : ନିଜ ନିଜ ମଧ୍ୟରେ କଥାବାର୍ତ୍ତା ବା ଡକାଡକି ହେବାର କ୍ରିୟା

ଉଦାହରଣ : ସେ ଲୋକମାନେ ଦେଶର ଆର୍ଥିକ ସ୍ଥିତି ସମ୍ପକରେ କଥାବାର୍ତ୍ତା କରୁଥିଲେ ଆଜିକାଲି ତା ସହିତ ମୋର କଥାବାର୍ତ୍ତା ବନ୍ଦ ହୋଇଯାଇଛି

ସମକକ୍ଷ : ଆଳାପ, ଚର୍ଚ୍ଚା, ବାର୍ତ୍ତାଳାପ, ସଂଭାଷଣ

आपस में बात करने या बोलने की क्रिया।

वे लोग देश की आर्थिक स्थिति पर बातचीत कर रहे थे।
आजकल मेरी उससे बोल-चाल बंद है।
अनर्गल प्रलाप से बचना चाहिए।
अनुकथन, आभाषण, आलापन, कलाम, गुफ़्तगू, गुफ्तगू, चर्चा, चैट, तकरीर, तक़रीर, प्रलाप, बतकही, बात, बात-चीत, बातचीत, बोल-चाल, बोलचाल, वार्ता, वार्तालाप, वार्त्ता, संभाषण, संवाद, सम्भाषण, सम्वाद

The use of speech for informal exchange of views or ideas or information etc..

conversation

ଅର୍ଥ : କଥାବାର୍ତ୍ତା କରିବାର ଅବସ୍ଥା ବା ଭାବ

ଉଦାହରଣ : ପିତାମାତାଙ୍କୁ ନିଜ ପିଲାଙ୍କସହ ନିରନ୍ତର ସମ୍ଭାଷଣଶୀଳତା ବଜାୟ ରଖିବା ଉଚିତ

ସମକକ୍ଷ : ସମ୍ଭାଷଣଶୀଳତା

संवादशील होने की अवस्था या भाव।

माता-पिता को अपने बच्चों के साथ निरंतर संवादशीलता बनाये रखना चाहिए।
संभाषणशीलता, संवादशीलता, सम्भाषणशीलता, सम्वादशीलता

କଥାବାର୍ତ୍ତା   କ୍ରିୟାପଦ

ଅର୍ଥ : ଦୁଇ ବା ଦୁଇରୁ ଅଧିକ ବ୍ୟକ୍ତିଙ୍କ କୌଣସି ପ୍ରସଙ୍ଗ ଉପରେ ଆପୋସ ଆଲୋଚନା

ଉଦାହରଣ : ଆମେ ତୁମ ବିଷୟରେ ହିଁ ଆଲୋଚନା କରୁଥିଲୁ ଏତେ ଦିନ ପରେ ଦେଖାହେଲେ ବି ଶ୍ୟାମ ମୋ ସହିତ କଥା କହିଲା ନାହିଁ

ସମକକ୍ଷ : ଆଲୋଚନା, କଥା, ବାର୍ତ୍ତାଳାପ

दो या दो से अधिक व्यक्तियों का किसी प्रकरण पर आपस में कुछ कहना।

हम लोग तुम्हारे बारे में ही बात कर रहे थे।
चर्चा करना, बतियाना, बात करना, बातचीत करना, बोलना, बोलना बतियाना, बोलना-बतियाना, वार्तालाप करना

Talk socially without exchanging too much information.

The men were sitting in the cafe and shooting the breeze.
chaffer, chat, chatter, chew the fat, chit-chat, chitchat, claver, confab, confabulate, gossip, jaw, natter, shoot the breeze, visit