ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଆଳାପ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଆଳାପ   ବିଶେଷ୍ୟ

ଅର୍ଥ : ସଙ୍ଗୀତରେ ସ୍ୱରର ବିସ୍ତାର ପୂର୍ବକ ସାଧନ

ଉଦାହରଣ : ସଙ୍ଗୀତଜ୍ଞମାନଙ୍କ ଆଳାପର ରୀତି ଅଲଗା ଅଲଗା ହୋଇଥାଏ

संगीत में स्वरों का विस्तारपूर्वक साधन।

संगीतकारों के आलाप के ढंग अलग-अलग होते हैं।
अलाप, आलाप

ଅର୍ଥ : ନାଟକଆଦିରେ କୁହାଯାଉଥିବା ବାର୍ତ୍ତା

ଉଦାହରଣ : ଜୟଶଂକର ପ୍ରସାଦଙ୍କ ନାଟକରେ ସଂଳାପଗୁଡ଼ିକ ରୁଚିକର ହୋଇଥାଏ

ସମକକ୍ଷ : କଥୋପକଥନ, ସଂଭାଷଣ, ସଂଳାପ

नाटक, धारावाहिक तथा फिल्मों आदि में पात्रों द्वारा बोली जानेवाली पङ्क्तियाँ या सम्भाषण।

जयशंकर प्रसाद के नाटक में कथोपकथन रोचकता से भरे होते हैं।
अनुकथन, आलाप, कथोपकथन, संभाषण, सम्भाषण

The lines spoken by characters in drama or fiction.

dialog, dialogue

ଅର୍ଥ : ନିଜ ନିଜ ମଧ୍ୟରେ କଥାବାର୍ତ୍ତା ବା ଡକାଡକି ହେବାର କ୍ରିୟା

ଉଦାହରଣ : ସେ ଲୋକମାନେ ଦେଶର ଆର୍ଥିକ ସ୍ଥିତି ସମ୍ପକରେ କଥାବାର୍ତ୍ତା କରୁଥିଲେ ଆଜିକାଲି ତା ସହିତ ମୋର କଥାବାର୍ତ୍ତା ବନ୍ଦ ହୋଇଯାଇଛି

ସମକକ୍ଷ : କଥାବାର୍ତ୍ତା, ଚର୍ଚ୍ଚା, ବାର୍ତ୍ତାଳାପ, ସଂଭାଷଣ

आपस में बात करने या बोलने की क्रिया।

वे लोग देश की आर्थिक स्थिति पर बातचीत कर रहे थे।
आजकल मेरी उससे बोल-चाल बंद है।
अनर्गल प्रलाप से बचना चाहिए।
अनुकथन, आभाषण, आलापन, कलाम, गुफ़्तगू, गुफ्तगू, चर्चा, चैट, तकरीर, तक़रीर, प्रलाप, बतकही, बात, बात-चीत, बातचीत, बोल-चाल, बोलचाल, वार्ता, वार्तालाप, वार्त्ता, संभाषण, संवाद, सम्भाषण, सम्वाद

The use of speech for informal exchange of views or ideas or information etc..

conversation