ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ବିନା କାରଣରେ ରାସ୍ତାରେ ଏପଟସେପଟ ବୁଲିବା ବା ଘୁମିବା କାମ
ଉଦାହରଣ : ସେ ସବୁବେଳେ ଚକ୍କର ମାରେ ଘୁରାଘୁରି କରିବା କାରଣରୁ ସେ ବହୁତ ଯାଗା ଦେଖିପାରିଛି
ସମକକ୍ଷ : ଘୁରାଘୁରି, ଠ ମାରିବା
यूँ ही घूमने का कार्य या बिना निश्चित गंतव्य के इधर-उधर घूमने का कार्य।
Travelling about without any clear destination.
ଅର୍ଥ : ଯେଉଁ ଅବସ୍ଥାରେ କେହି ଫାନ୍ଦରେ ପଡ଼ି ଯାଏ ବା ପାଣିରେ ହେଉଥିବା ଭଉଁରୀର ଲାକ୍ଷଣିକ ପ୍ରୟୋଗ
ଉଦାହରଣ : ପଇସା ଚକ୍କରରେ ପ୍ରତ୍ୟେକ ବ୍ୟକ୍ତି ଫସି ଯାଇଛନ୍ତି
ସମକକ୍ଷ : ଆବର୍ତ୍ତ, ଭଉଁରୀ
वह अवस्था जिसमें कोई उलझ जाए या पानी में होने वाली भँवर का लाक्षणिक प्रयोग।
ଅର୍ଥ : ଯେଉଁ ଶାରୀରିକ ଅବସ୍ଥାରେ କୌଣସି କାରଣରୁ ଏପରି ଜଣାପଡ଼େ ଯେ ସବୁକିଛି ଗୋଲ ଗୋଲ ଘୂରୁଛି ବା ଶରୀର ଘୂରୁଛି
ଉଦାହରଣ : ବେଳେବେଳେ କିଛି ନଖାଇ ନପିଇ ରହିଲେ ଚକ୍କର ଆସେ
ସମକକ୍ଷ : ମୁଣ୍ଡ ବୁଲାଇବା
वह शारीरिक अवस्था जिसमें किसी कारण से ऐसा आभास होता है कि सब कुछ गोल-गोल घूम रहा है या शरीर घूम रहा है।
A reeling sensation. A feeling that you are about to fall.
ଅର୍ଥ : ଚୁପଚାପ ଏକ ସ୍ଥାନରେ ବସି ଗୁପ୍ତ ବା ଅଦୃଶ୍ୟ ରୂପରେ କରାଯାଉଥିବା କାର୍ଯ୍ୟକ୍ରମ
ଉଦାହରଣ : ଏସବୁ ଚକ୍ରାନ୍ତ ଆପଣଙ୍କଦ୍ୱାରା ହିଁ ହୋଇଛି
ସମକକ୍ଷ : ଚକ୍ରାନ୍ତ, ମନ୍ତ୍ରଣା
चुपचाप एक जगह बैठकर गुप्त या अदृश्य रूप से की जाने वाली कार्रवाई।
ସଂସ୍ଥାପନ କରନ୍ତୁ