ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମୁଣ୍ଡ ବୁଲାଇବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମୁଣ୍ଡ ବୁଲାଇବା   ବିଶେଷ୍ୟ

ଅର୍ଥ : ଯେଉଁ ଶାରୀରିକ ଅବସ୍ଥାରେ କୌଣସି କାରଣରୁ ଏପରି ଜଣାପଡ଼େ ଯେ ସବୁକିଛି ଗୋଲ ଗୋଲ ଘୂରୁଛି ବା ଶରୀର ଘୂରୁଛି

ଉଦାହରଣ : ବେଳେବେଳେ କିଛି ନଖାଇ ନପିଇ ରହିଲେ ଚକ୍କର ଆସେ

ସମକକ୍ଷ : ଚକ୍କର

वह शारीरिक अवस्था जिसमें किसी कारण से ऐसा आभास होता है कि सब कुछ गोल-गोल घूम रहा है या शरीर घूम रहा है।

कभी-कभी बिना खाए-पिए रहने के कारण भी चक्कर आता है।
चक्कर

A reeling sensation. A feeling that you are about to fall.

dizziness, giddiness, lightheadedness, vertigo