ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମନ୍ତ୍ରଣା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମନ୍ତ୍ରଣା   ବିଶେଷ୍ୟ

ଅର୍ଥ : ଚୁପଚାପ ଏକ ସ୍ଥାନରେ ବସି ଗୁପ୍ତ ବା ଅଦୃଶ୍ୟ ରୂପରେ କରାଯାଉଥିବା କାର୍ଯ୍ୟକ୍ରମ

ଉଦାହରଣ : ଏସବୁ ଚକ୍ରାନ୍ତ ଆପଣଙ୍କଦ୍ୱାରା ହିଁ ହୋଇଛି

ସମକକ୍ଷ : ଚକ୍କର, ଚକ୍ରାନ୍ତ

चुपचाप एक जगह बैठकर गुप्त या अदृश्य रूप से की जाने वाली कार्रवाई।

यह सारा चक्र आपका ही चलाया हुआ है।
चक्कर, चक्र

ଅର୍ଥ : କଣ ଠିକ କିମ୍ବା କଣ ହେବା ଉଚିତ ସେ ବିଷୟରେ ଅନ୍ୟ ସହିତ ମିଶି ଜାଣିବାର କ୍ରିୟା

ଉଦାହରଣ : ପ୍ରଧାନମନ୍ତ୍ରୀ ଏହି ସମସ୍ୟାର ସମାଧାନ କରିବାପାଇଁ ସବୁ ମନ୍ତ୍ରୀମାନଙ୍କର ପରାମର୍ଶ ନେବାକୁ ଚାହୁଁଛନ୍ତି

ସମକକ୍ଷ : ପରାମର୍ଶ, ବିଚାର ବିମର୍ଶ

आपस में मिलकर यह जानने की क्रिया कि क्या ठीक है अथवा क्या होना चाहिए।

प्रधानमंत्रीजी इस समस्या को हल करने के लिए सभी मंत्रियों से परामर्श लेना चाहते हैं।
परामर्श, प्रतिजल्प, मंत्रणा, मन्त्रणा, मशवरा, मशविरा, विचार-विमर्श, सलाह, सलाह-मशविरा

A proposal for an appropriate course of action.

advice

ଅର୍ଥ : ଗୁପ୍ତ ବୁଝାମଣା

ଉଦାହରଣ : ଘରଲୋକଙ୍କ ମନ୍ତ୍ରଣାରେ ହିଁ ତାଙ୍କର ହତ୍ୟା ହେଲା

ସମକକ୍ଷ : ବିଚାରବିମର୍ଶ

गुप्त समझौता, विशेषतः किसी कपटपूर्ण कार्य के लिए।

घरवालों की मिलीभगत से ही उसकी हत्या हुई।
मिली-भगत, मिलीभगत

secret agreement or cooperation especially for an illegal or deceitful purpose.

The company was acting in 𝚌𝚘𝚕𝚕𝚞𝚜𝚒𝚘𝚗 with manufacturers to inflate prices.
collusion