ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଆବର୍ତ୍ତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଆବର୍ତ୍ତ   ବିଶେଷ୍ୟ

ଅର୍ଥ : ଯେଉଁ ମେଘ ବା ବାଦଲରୁ ଅଧିକ ବର୍ଷା ହୁଏ

ଉଦାହରଣ : ଏବର୍ଷ କଳାମେଘର ଘୋର ଅଭାବ

ସମକକ୍ଷ : କଳାମେଘ

ऐसा मेघ या बादल जिससे अधिक पानी बरसता है।

इस वर्ष आवर्त का अभाव है।
आवर्त, आवर्त्त

ଅର୍ଥ : ଯେଉଁ ଅବସ୍ଥାରେ କେହି ଫାନ୍ଦରେ ପଡ଼ି ଯାଏ ବା ପାଣିରେ ହେଉଥିବା ଭଉଁରୀର ଲାକ୍ଷଣିକ ପ୍ରୟୋଗ

ଉଦାହରଣ : ପଇସା ଚକ୍କରରେ ପ୍ରତ୍ୟେକ ବ୍ୟକ୍ତି ଫସି ଯାଇଛନ୍ତି

ସମକକ୍ଷ : ଚକ୍କର, ଭଉଁରୀ

वह अवस्था जिसमें कोई उलझ जाए या पानी में होने वाली भँवर का लाक्षणिक प्रयोग।

पैसे के भँवर में हर आदमी फँसा हुआ है।
चक्कर, भँवर, भंवर

ଅର୍ଥ : ଗୋଟିଏ ପ୍ରକାରର ଖଣିଜ ପଦାର୍ଥ

ଉଦାହରଣ : ଔଷଧଭାବରେ ସ୍ୱର୍ଣ୍ଣମଖୀର ପ୍ରୟୋଗ ହୋଇଥାଏ

ସମକକ୍ଷ : ଅସ୍ମ, ତାପୀଜ, ସ୍ୱର୍ଣ୍ଣମଖୀ

A yellow copper ore (CuFeS2) made up of copper and iron sulfide.

chalcopyrite, copper pyrites

ଅର୍ଥ : ଗୋଟିଏ ପ୍ରକାରର ରେଶମ ପୋକ

ଉଦାହରଣ : ସେ ସ୍ୱର୍ଣ୍ଣମଖୀ ପାଳନ କରୁଛି

ସମକକ୍ଷ : ଅବରତ, ସ୍ୱର୍ଣ୍ଣମଖୀ

एक प्रकार का रेशम का कीड़ा।

वे सोनमक्खी पाले हैं।
सोनमक्खी, सोनामक्खी, सोनामाखी, स्वर्णमाक्षिक

ଅର୍ଥ : ଗୋଟିଏ ପ୍ରକାର ରତ୍ନ

ଉଦାହରଣ : ଜ୍ୟୋତିଷ ଆବର୍ତ୍ତ ଜଡି ମୁଦି ତାଙ୍କୁ ପିନ୍ଧିବାକୁ କହିଲେ

एक प्रकार का रत्न।

ज्योतिषी ने उसे आवर्त्त जड़ी अँगूठी पहनने कहा है।
अवरत, आवर्त, आवर्त्त, लाजबर्द

ଅର୍ଥ : ଜଳପ୍ରବାହର ଯେଉଁ ସ୍ଥାନରେ ଜଳ ଗୋଟିଏ କେନ୍ଦ୍ରରେ ଚକ୍କର ଖାଇ ବୁଲୁଥାଏ

ଉଦାହରଣ : ସେ ନଈରେ ଗାଧୋଉଥିବା ସମୟରେ ଭଉଁରୀରେ ପଡ଼ି ବୁଡ଼ିଗଲା

ସମକକ୍ଷ : ଜଳାବର୍ତ୍ତ, ଭଉଁରୀ

जल के बहाव में वह स्थान जहाँ पानी की लहर एक केंद्र पर चक्कर खाती हुई घूमती है।

वह नदी में नहाते समय भँवर में फँसकर डूब गया।
अवरत, अवर्त, अवर्त्त, आवर्त, आवर्त्त, घुमरी, चक्र, जलरंड, जलरण्ड, जलावर्त, भँवर, भँवरी, भंवर, भंवरी, विवर्त

A powerful circular current of water (usually the result of conflicting tides).

maelstrom, vortex, whirlpool

ଅର୍ଥ : ଚାରି ପ୍ରକାର ମେଘ ରାଜାଙ୍କ ମଧ୍ୟରୁ ଜଣେ

ଉଦାହରଣ : କଳାମେଘ ଅତ୍ୟଧିକ ବର୍ଷା କରାଏ

ସମକକ୍ଷ : କଳାମେଘ

मेघों के चार प्रकार के राजाओं में से एक।

आवर्त अत्यधिक वर्षा कराते हैं।
आवर्त, आवर्त्त

A prince or king in India.

raja, rajah